୨ଟା ୩୦ ସୁଦ୍ଧା ୪୧.୮ ଡିଗ୍ରୀରେ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ । ଆଜି ୨ଟା ୩୦ସୁଦ୍ଧା ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ବରରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୪୦.୪ ଡିଗ୍ରୀ ତାପମାତ୍ରା ଥିବା ବେଳେ ବାଲେଶ୍ୱରରେ ୪୦.୩ ଡିଗ୍ରୀ ପାରଦ ରହିଛି ।
ସେହିପରି ଝାରସୁଗୁଡାରେ ୩୯.୫ ଡିଗ୍ରୀ ରହିଛି । ପାରାଦୀପରେ ୩୮.୮ ଡିଗ୍ରୀ ତାପମାତ୍ରା ଥିବା ବେଳେ ରାଉରକେଲାରେ ୩୭. ୯ଡିଗ୍ରୀ…
Read More...