ୟୁପି: ଫ୍ଲାଏଓଭରରୁ ୨୫ ଫୁଟ୍ ତଳକୁ ଖସିଲା ଦ୍ରୁତ ଗତିରେ ଯାଉଥିବା ମର୍ସିଡିଜ୍, ୪ ଯୁବକ ଗୁରୁତର
ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍-ୱେରେ ଘଟିଛି ଏହି ଦୁର୍ଘଟଣା । ଜବଲପୁରରୁ ଦିଲ୍ଲୀ ଯାଉଥିବା ଏକ ମର୍ସିଡିଜ୍ କାର୍ ଫ୍ଲାଏଓଭରରୁ ୨୫ ଫୁଟ୍ ତଳକୁ ଖସି ପଡ଼ିଛି । କାର୍ରେ ୪ ଜଣ ଯୁବକ ଥିଲେ । ଦୁର୍ଘଟଣାରେ ସେମାନେ ଗୁରୁତର ଆହତ ହୋଇଛନ୍ତି । ପ୍ରାଥମିକ ଉପଚାର ପରେ ସେମାନଙ୍କୁ ଉରଇ ମେଡିକାଲ କଲେଜକୁ ରେଫର୍ କରି ଦିଆଯାଇଛି ।
ସୌଭାଗ୍ୟର କଥା, ଏୟାରବ୍ୟାଗ୍…
Read More...