ଅଯୋଧ୍ୟାରେ ରାମ ନବମୀକୁ ନେଇ ଚାଲିଛି ଆୟୋଜନ, ପ୍ରଶାସନ ଭକ୍ତଙ୍କ ପାଇଁ କରୁଛି ବିଶେଷ ବ୍ୟବସ୍ଥା
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ଅଯୋଧ୍ୟାରେ ପ୍ରଥମ ରାମ ନବମୀକୁ ନେଇ ବିଶେଷ ଆୟୋଜନ ହେଉଛି । ତେବେ ଗୁରୁବାର ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବ ଦୁର୍ଗା ଶଙ୍କର ମିଶ୍ର ଏବଂ ଡିଜିପି ପ୍ରଶାନ୍ତ କୁମାର ଅଯୋଧ୍ୟାରେ ପହଞ୍ଚି ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହାପୂର୍ବରୁ ଉଭୟ ଅଧିକାରୀ ମନ୍ଦିର ପରିସର ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ରାମ…
Read More...