ସତ୍ୟବାଦୀରେ ଏସିଡି ମାଡ, ଗୁରୁତର ହେଲେ ସ୍ତ୍ରୀ ଏବଂ ଶାଶୁ
ପିପିଲି : ଜ୍ୱାଇଁର ଏସିଡ ମାଡ଼ରେ ଗୁରୁତର ହେଲେ ସ୍ତ୍ରୀ ଏବଂ ଶାଶୁ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳଙ୍ଗା ଥାନା ଅନ୍ତର୍ଗତ ବଡ ତୋଟା ଗ୍ରାମରେ ଘଟିଛି ଏହି ଅଘଟଣ । ଗୁରୁତର ଅବସ୍ଥାରେ ଝିଅ ଓ ମା'କୁ ନିକଟସ୍ଥ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପାରିବାରିକ ବିବାଦରୁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।
ଆଜି ସନ୍ଧ୍ୟାରେ ସ୍ଵାମୀ କଟକରୁ ଆସି ସାକ୍ଷୀଗୋପାଳ ସ୍ଥିତ ବଡତୋଟା ଗ୍ରାମରେ…
Read More...