କିଛି ଇୟରଫୋନରେ ଥାଏ ଏକ୍ସଟ୍ରା ହୋଲ୍, ଜାଣନ୍ତୁ କ’ଣ ହୋଇଥାଏ ଏହାର କାମ
ସ୍ମାର୍ଟଫୋନର ଏହି ଯୁଗରେ, ଅଧିକାଂଶ ଲୋକ ଗୀତ ଶୁଣିବା ଏବଂ ଫିଲ୍ମ ଦେଖିବା ପାଇଁ ଇୟରଫୋନ୍ ବ୍ୟବହାର କରନ୍ତି । ଟେକ୍ନୋଲୋଜି ସହିତ ଇୟରଫୋନ୍ ବର୍ତ୍ତମାନ ବଜାରରେ ବ୍ଲୁଟୁଥ୍ ଇୟରଫୋନ୍, ଇୟରବଡ୍ ଭଳି ଅନେକ ରୂପରେ ଆସିଛି । ଅଧିକାଂଶ ଲୋକ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଏସବୁର ଆକାରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଇ ନାହିଁ । ଏହା ବ୍ୟତୀତ, ଖୁବ୍ କମ୍ ଲୋକ ଜାଣିଥିବେ ଯେ ଇୟରଫୋନ୍ କିମ୍ବା ଇୟରବଡ ପଛରେ ଏକ ଛୋଟ…
Read More...