ମୃତ୍ୟୁ ଏମିତି ବି ଆସେ, ଭଣଜା ବାହାଘରରେ ନାଚୁ ନାଚୁ ଟଳିପଡ଼ିଲେ ମାମୁଁ
ଭଣଜା ବାହାଘର ଥିଲା । ସେଥିପାଇଁ ନାଚଗୀତର ଆସର ଜମିଥିଲା । ପରିବାର ଲୋକେ ବେଶ୍ ଖୁସି ଥିଲେ । କିନ୍ତୁ ତାଙ୍କ ଖୁସିରେ କ୍ଷଣକ ମଧ୍ୟରେ ଦୁଃଖର କଳାବାଦଲ ଘୋଟିଗଲା । ଭଣଜା ବାହାଘରରେ ଠୁମ୍କା ଲଗାଇ ନାଚୁଥିଲେ ମାମୁଁ । ହେଲେ ନାଚୁ ନାଚୁ ହଠାତ୍ ଟଳିପଡ଼ିଲେ ମାମୁଁ । ଯାହାର ଭିଡିଓ ବର୍ତ୍ତମାନ ସୋଶିଆଲ ମିଡିଆରେ ଭାଇରାଲ୍ ହେଉଛି ।
ରାଜସ୍ଥାନର ଏକ ବିବାହରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ମାମୁଁ…
Read More...