ଏହି ୫ଟି ଅଭ୍ୟାସ ମେଣ୍ଟାଲ ହେଲଥ୍ ପାଇଁ ହୋଇଥାଏ ବିପଜ୍ଜନକ, ଜାଣନ୍ତୁ ଏଥିରୁ କିପରି ରକ୍ଷା ପାଇବେ ?
ଆଜିକାଲି ଲୋକମାନେ ହେଲଦି ରହିବା ପାଇଁ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବା ଯେତିକି ଜରୁରୀ, ମାନସିକ ସ୍ୱାସ୍ଥ୍ୟ ମଧ୍ୟ ସେତିକି ଜରୁରୀ ହୋଇଥାଏ । ତେବେ ଆପଣଙ୍କ ମେଣ୍ଟାଲ ହେଲଥ୍ କେବଳ ଆପଣଙ୍କ ମୁଡ୍ ସହିତ ଜଡିତ ନୁହେଁ ବରଂ ଏହା ପୂରା ଶରୀର ସହିତ ଯୋଡି ହୋଇଥାଏ । ଆପଣ ଜାଣିଛନ୍ତି କି ଆଜିକାଲି ମେଣ୍ଟାଲ ହେଲଥ୍ ଖରାପ ରହିବା ଯୋଗୁ ଲୋକମାନେ ମଧ୍ୟ ଡିପ୍ରେସନ୍ର ଶିକାର ହେଉଛନ୍ତି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ…
Read More...