ଆସିଲା ରାଜ୍ୟ କଂଗ୍ରେସର ଆଉ ୪ ବିଧାୟକ ପ୍ରାର୍ଥୀ ତାଲିକା
ଭୁବନେଶ୍ୱର: ଆସିଲା ରାଜ୍ୟ କଂଗ୍ରେସର ଆଉ ୪ ବିଧାୟକ ପ୍ରାର୍ଥୀ ତାଲିକା । ମାହାଙ୍ଗାରୁ ଲଢ଼ିବେ ଦେବେନ୍ଦ୍ର ସାହୁ । ତାଙ୍କୁ ଦଳ ପୁଣି ଥରେ ପ୍ରାର୍ଥୀ କରିଛି । ସତ୍ୟବାଦୀରୁ ନବାଗତ ମନୋଜ ରଥଙ୍କୁ ମିଳିଛି କଂଗ୍ରେସ ଟିକେଟ । ଏଥର ସତ୍ୟବାଦୀରୁ ପ୍ରାର୍ଥୀ ହୋଇ ନାହାନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ।
ସେହିପରି ଭୁବନେଶ୍ବର ମଧ୍ୟରୁ ପ୍ରକାଶ ଜେନା ଓ ଭୁବନେଶ୍ବର ଉତ୍ତରରୁ ଅଶୋକ ଦାସ ପ୍ରାର୍ଥୀ ହୋଇଛନ୍ତି ।…
Read More...