ବାରବାଟୀ-କଟକର ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବେ ସୋଫିଆ ଫିର୍ଦୋସ, ସୂଚନା ଦେଲେ ଜିଲ୍ଲା ସଭାପତି
କଟକ (କେନ୍ୟୁଜ): ବାରବାଟୀ-କଟକର ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବେ ସୋଫିଆ ଫିର୍ଦୋସ । ମହମ୍ମଦ ମୋକିମଙ୍କ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବା ନେଇ କଟକ ନଗର ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ଖୁବଶୀଘ୍ର ଏ ନେଇ ଦଳ ଘୋଷଣା କରିବ । ଗତ ପାଞ୍ଚ ବର୍ଷରେ ବାରବାଟୀ କଟକରେ ମହମ୍ମଦ ମୋକିମ ଅନେକ କାର୍ଯ୍ୟ କରିଛନ୍ତି । ତାଙ୍କ ଝିଅ ସୋଫିଆ ପ୍ରାର୍ଥୀ ହେଲେ କଂଗ୍ରେସର ବିଜୟ ହେବ ବୋଲି ଦଳ…
Read More...