ମଣ୍ଡିରେ କଙ୍ଗନା ରାଣାଓ୍ଵତଙ୍କ ରୋଡ୍ ଶୋ’, କହିଲେ, ‘ମୋତେ ଜଣେ ହିରୋଇନ୍ ବୋଲି ଭାବନ୍ତୁ ନାହିଁ’
ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଶୁକ୍ରବାର ରୋଡ୍ ଶୋ’ କରିଛନ୍ତି । ଏହି ସମୟରେ କଙ୍ଗନା ଲୋକଙ୍କୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ କଙ୍ଗନା ଜଣେ ହିରୋଇନ୍ କି ଷ୍ଟାର୍ ବୋଲି ଭାବନ୍ତୁ ନାହିଁ । କଙ୍ଗନାଙ୍କୁ ନିଜର ଭଉଣୀ, ନିଜର ଝିଅ ବୋଲି ଭାବନ୍ତୁ । ସମସ୍ତେ ମୋର ପରିବାର ।
କଙ୍ଗନା କହିଛନ୍ତି ଯେ ଆପଣ ଏଠାରେ ପ୍ରବଳ ଭିଡ଼ ଦେଖି ପାରୁଥିବେ । ଅନେକ…
Read More...