ବ୍ରିଜରୁ ଖସି ପଡ଼ିଲା ତୀର୍ଥଯାତ୍ରୀ ବସ୍, ଜୀବନ୍ତ ଦଗ୍ଧ ହେଲେ ୪୫ ଯାତ୍ରୀ
ଇଷ୍ଟର ସମ୍ମିଳନୀକୁ ଯାଉଥିବା ଏକ ବସ୍ ଗୁରୁବାର ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶର ଏକ ବ୍ରିଜରୁ ଖସି ପଡିଥିବା ଜଣାପଡ଼ିଛି । ଯେଉଁଥିରେ ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବ୍ରଡକାଷ୍ଟିଂ କର୍ପୋରେସନ୍ କହିବା ଅନୁସାରେ ସମସ୍ତ ଯାତ୍ରୀ ପଡୋଶୀ ଦେଶ ବୋତ୍ସବାନାର ରାଜଧାନୀ ଗାବୋରୋନରୁ ଇଷ୍ଟର ସମ୍ମିଳନୀ ପାଇଁ ଏକ ଚର୍ଚ୍ଚକୁ ଯାଉଥିଲେ । କିନ୍ତୁ ବସଟି ଗଭୀର ଖାଲକୁ…
Read More...