ଆହୁରି ୧୦ ଦିନ ଜାଳିବ, ମେ ୪ ଯାଏଁ ତାତିରୁ ନିସ୍ତାର ନାହିଁ
ଭୁବନେଶ୍ୱର (କେନ୍ୟୁଜ): ଆହୁରି ୧୦ ଦିନ ଯମ ଯନ୍ତ୍ରଣା । ହୁତହୁତ ହୋଇ ଜଲିବ ଓଡ଼ିଶା । ମେ ୪ ଯାଏଁ ନିସ୍ତାର ଆଶା କମ୍ । କାଳବୈଶାଖୀ ବର୍ଷା ସତ୍ତ୍ବେ ତାତିରେ ଲାଗୁନି ବ୍ରେକ । ୪୩.୨ ଡିଗ୍ରୀ ସହ ଭୁବନେଶ୍ବର ଓ ନୂଆପଡ଼ା ଗତକାଲି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ୪୧ ସହର ଉପରେ ରେକର୍ଡ ହୋଇଛି ୨୦ ସହରର ତାପମାତ୍ରା । ୨୭ ଓ ୨୮ରେ ଅଧିକ କଲବଲ କରିବ ତାତି । ପାଞ୍ଚ ଦିନ ହିଟ୍ ୱେଭ ଓ ସିଭିୟର ହିଟ ୱେଭ ପାଇଁ ସତର୍କ…
Read More...