ଚୋରି କରିବା ପୂର୍ବରୁ ଦୋକାନ ଛାତ ଉପରେ ଯୋଗ କଲା ଚୋର, ଭାଇରାଲ ହେଉଛି ଭିଡିଓ
ଇଣ୍ଟରନେଟରେ ଆପଣ ଚୋରର ଚୋରୀ ଭିଡିଓ ପ୍ରାୟତଃ ଦେଖିଥିବେ । ଯେ ଚୋର କିପରି ଭାବେ ଦୋକାନରେ ଏବଂ ଘରେ ଚୁପ୍ ଚୁପ୍ ପଶି ଚୋରି କରେ । କିନ୍ତୁ ଆପଣ କେବେ ଦେଖିଛନ୍ତି କି ଯେ ଚୋରି କରିବା ପୂର୍ବରୁ ଚୋର ନିଜକୁ କେମିତି ପ୍ରସ୍ତୁତ କରେ ।
ହଁ ଏବେ ନିକଟରେ ଇଣ୍ଟରନେଟରେ ଏକ ଏମିତି ଭିଡିଓ ଦେଖିବାକୁ ମିଳୁଛି, ଯାହାକୁ ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସହିତ ଆପଣଙ୍କୁ ହସିବା ପାଇଁ ବାଧ୍ୟ କରାଇଦେବ । ଭାଇରାଲ ହେଉଥିବା ଏହି…
Read More...