ପୁଷ୍ପା ରାଜ୍ ଆସିବା ପୂର୍ବରୁ ଖେଳିଯାଇଛି ଉତ୍ସାହ, ରିଲିଜ୍ ପୂର୍ବରୁ ପ୍ରଶଂସକଙ୍କ ମୁହଁରେ ପୁଷ୍ପା.. ପୁଷ୍ପା
ପ୍ରଶଂସକମାନେ 'ପୁଷ୍ପା- ଦି ରୁଲ୍' ରିଲିଜକୁ ଅପେକ୍ଷା କରିଛନ୍ତି। ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମଣ୍ଡନାଙ୍କ ଫିଲ୍ମ ରିଲିଜ୍ ପୂର୍ବରୁ ମଧ୍ୟ ନିର୍ମାତାମାନେ ପ୍ରଶଂସକଙ୍କ ଉତ୍ସାହ ବଢ଼ାଉଛନ୍ତି । ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହେବା ପୂର୍ବରୁ ଏହାର ରୋମାଞ୍ଚକର ପ୍ରୋମୋ ରିଲିଜ୍ ହେବା ମାତ୍ରେ ଭାଇରାଲ୍ ହୋଇଛି ।
୨୦୨୧ ମସିହାରେ, 'ପୁଷ୍ପା: ଦି ରାଇଜ୍' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ମାତ୍ରେ ହିଟ୍ ହୋଇଥିଲା । ତିନି…
Read More...