କନିଆଁ ଘରେ ବାଜୁଥିଲା ଶାହାନାଇ ହେଲେ ପଞ୍ଚିଲେନି ବରଯାତ୍ରୀ, ବେଦୀରେ ପହଞ୍ଚିବା ପୂର୍ବରୁ ଡାକ୍ତରଖାନାରେ ପହଞ୍ଚିଲା ବର
ବାଜୁଥିଲା ବାଜା ଫୁଟୁଥିଲା ବାଣ । ସେପଟେ ହାତରେ ମେହେନ୍ଦି ପାଦରେ ଅଳତା ପିନ୍ଧି ନବବଧୂ ବେଶରେ ସଜେଇ ହୋଇ ବସିଥିଲା କନିଆ । ବର ଆସିବ ଆଉ ବେଦୀ ଉପରେ ହାତରେ ହାତଗଣ୍ଠି ପଡ଼ି ତାର ବିବାହ ହେବ । ପରିବାର ଲୋକେ ମଧ୍ୟ ମଣ୍ଡପ ପାଖରେ ବର ଆଉ ବରଯାତ୍ରୀ ଆସିବା ବାଟକୁ ଚାହିଁ ରହିଥିଲେ । ହେଲେ ଅଧା ବାଟରେ ଏପରି କିଛି ଘଟିଗଲା ଯେ ଖୁସିରେ ନାଚ ଗୀତରେ ପୂରି ଉଠୁଥିବା ପୂରା ପରିବାରଙ୍କ ଆଖିରୁ ଲୁହ ଝରିଥିଲା । ଆଉ ବର ବିବାହ…
Read More...