ମୁକୁଳା ଡ୍ରେନ୍ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ପୁରୀ(କେନ୍ୟୁଜ୍) : ଡିଏଜି କଲୋନୀ ସାମ୍ନା ଖୋଲା ଡ୍ରେନରୁ ଆଜି ସକାଳୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ।
ସୁଚନା ମୁତାବିକ୍, ସମୁଦ୍ର କୁଳ ଥାନା ଅଧୀନସ୍ଥ ପେଣ୍ଠକଟା ଡିଏଜି କଲୋନୀ ସାମ୍ନା ଖୋଲା ଡ୍ରେନରୁ ଏହି ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପ୍ରଥମେ ସ୍ଥାନୀୟ ଲୋକେ ଦେଖିଥିଲେ ପରେ ସମୁଦ୍ର କୁଳ ଥାନା…
Read More...