ବେଦୀରେ ପହଁଚିବା ପୂର୍ବରୁ ବର ପହଁଚିଗଲା ଥାନାରେ, ଭାଙ୍ଗିଗଲା ବାହାଘର
ବାରଣାସୀ : ମୁଣ୍ଡରେ ପଗଡ଼ି ବାନ୍ଧି ବର ବେଶରେ ସଜେଇ ହୋଇସାରିଥିଲା ବର । ବିବାହ ପାଇଁ ସରିଥିଲା ସମସ୍ତ ପ୍ରସ୍ତୁତି । ହେଲେ ବିବାହ ବେଦୀରେ ପହଁଚିବା ପୂର୍ବରୁ ବର ପହଁଚିଗଲା ଥାନାରେ । ଆଉ ହାତଗଣ୍ଠି ବଦଳରେ ପଡିଲା ହାତକଡି । ଏମିତି ଏକ ଘଟଣା ଘଟିଛି ବାରଣାସୀରେ ।
ବାହାଘର ପାଇଁ ଥିଲା ଉତ୍ସବର ମାହୋଲ । ଘରେ ପହଁଚି ସାରିଥିଲେ ଅତିଥି ମାନେ । ବରଯାତ୍ରୀ ପାଇଁ ଜମିଥିଲା ସାଙ୍ଗସାଥୀ ବନ୍ଧୁପରିଜନଙ୍କ ଭିଡ। ସେପଟେ କନ୍ୟା…
Read More...