ସବୁ ରେକର୍ଡ ଭାଙ୍ଗବ ତାତି, ଆଜି ୪୩.୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ଝାରସୁଗୁଡ଼ା ଓ ଭୁବନେଶ୍ବର ୪୨.୨ ଡିଗ୍ରୀ
ଭୁବନେଶ୍ୱର : ସବୁ ରେକର୍ଡ ଭାଙ୍ଗବ ତାତି। ମାଡ଼ି ଆସୁଛି ଭୟଙ୍କର ଗ୍ରୀଷ୍ମ ପ୍ରବାହ। ତତଲା ତାୱାରେ ଆହୁରି ଭାଜି ହେବ ଓଡ଼ିଶା। ଆଜି ୪୩.୬ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ଭୁବନେଶ୍ବର, ହୀରାକୁଦ ଓ ସମ୍ବଲପୁରରେ ୪୨.୨ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି କେନ୍ଦୁଝର, ଚାନ୍ଦବାଲି, ରାଉରକେଲା ଓ ବାଲେଶ୍ବରରେ ୪୧ଟପିଛି ପାରଦ।
ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂର ସମୟ ସରିଲା। ଏବେ…
Read More...