ଅଣାୟତ୍ତ ଜଙ୍ଗଲ ନିଆଁ, ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଜଳୁଛି
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଅଣାୟତ୍ତ ଜଙ୍ଗଲ ନିଆଁ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳୁଛି ଜଙ୍ଗଲ । ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି । ତେବେ ଏହା ମନୁଷ୍ଯକୃତ ବୋଲି କହିଛନ୍ତି କେନ୍ଦୁଝର ଡିଏଫଓ ଧନରାଜ ଏଚଡି । ଚମ୍ପୁଆରେ ୮୦ ଟି , କେନ୍ଦୁଝର ସଦରର ୫୫ ଟି ଓ ବଂଶପାଳ ରେଞ୍ଜ ରେ ୭୦ଟି ପଏଣ୍ଟରେ ଲାଗିଛି ନିଆଁ ।
ଜଙ୍ଗଲ ମଧ୍ୟରେ ୨୮୦ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୮୦ଟି…
Read More...