ହେଡସାର୍ ଖାଇଗଲେ ମଧ୍ୟାହ୍ନ ଭୋଜନ ଟଙ୍କା, ସ୍କୁଲ ୟୁନିଫର୍ମ ଟଙ୍କା ଷ୍ଟାଇପେଣ୍ଡ ଟଙ୍କା ପିଲାଙ୍କ ସାଇକେଲ ଅନୁଦାନ ଟଙ୍କା ଶେଷରେ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାଙ୍କ ଟଙ୍କା
କରଞ୍ଜିଆ (କେନ୍ୟୁଜ): ମିଛ କହିଲେ ତାପରେ ଠକିଦେଲେ ହେଡସାର । ଧରାଇଦେଲେ ଫେକ୍ ଚେକ ଆଉ ଭଣ୍ଡାଇଦେଲେ । ଠିକ୍ ସମୟରେ କାମ କରାଇନେଲେ ଆଉ ପଇସା ଦେବା ସମୟ ଯେତେବେଳେ ଆସିଲା ସେତେବେଳେ ଖେଳିଲେ ଖେଳ । ଲୁଚକାଳି ଖେଳ ଖେଳିଲେ ହେଡ ସାର । ତାପୁଣି ସ୍ୱୟଂ ସହାୟକ ଗୋଷ୍ଠିର ମହିଳାଙ୍କ ସହିତ ପିଲାଙ୍କ ହକର ପଇସା ସହ। ହେଡସାର ଏମିତି ଠକିଦେଲେ ଯେ ଗୋଷ୍ଠି ମହିଳା ଆସି ପହଁଚିଗଲେ ସ୍କୁଲରେ । ତାପରେ ଗେଟରେ ପକାଇଦେଲେ ତାଲା । ପିଲା…
Read More...