ନିଆରା ଢ଼ଙ୍ଗରେ ନିର୍ବାଚନ ପ୍ରଚାର, ଡହ ଡହ ଖରାରେ ପିଚୁ ରାସ୍ତାରେ ଖାଲି ପାଦରେ ଚାଲୁଛନ୍ତି ଏ ବ୍ୟକ୍ତି
ଉଦଳା (କେନ୍ୟୁଜ) : ୪୩ ଡିଗ୍ରୀ ଖରା, କୁଆଡେ ଯିବା ତ ଦୂରର କଥା ଘରୁ ବାହାରିବାକୁ ବି ଡର ଲାଗୁଛି ସେଠି ଚାଲି ଚାଲି ଯିବା ପୁଣି ଖାଲି ପାଦରେ, ଏଇଟା ବହୁତ ବଡ କାଠିକର ପାଠ । ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଚିତ୍ର ଦେଖନ୍ତୁ ଆପଣ ସବୁ ବୁଝିପାରିବେ । ଡହ ଡହ ଖରାରେ କେମିତି ପିଚୁ ରାସ୍ତାରେ ଖାଲି ପାଦରେ ଚାଲୁଛନ୍ତି ଏ ବ୍ୟକ୍ତି । ପୁଣି ଘରକୁ ଘର ଦୋକାନ ଦୋକାନ ବୁଲି ପହଁଚୁଛନ୍ତି ଲୋକଙ୍କ ପାଖରେ । ପୁଣି ହାତ ଯୋଡି…
Read More...