ନିୟମିତ ପିଅନ୍ତୁ ରସୁଣ କ୍ଷୀର, ଚୁଟ୍‌କିରେ ଦୂର ହୋଇଯିବ ଏହି ୫ଟି ରୋଗ

ପୂର୍ବରୁ ଆପଣ କେବେ ରସୁଣ କ୍ଷୀର ପିଇଛନ୍ତି କି? ଯଦି ନା, ତା’ହେଲେ ଆଜି ହିଁ ଏହାକୁ ସେବନ କରିବା ଆରମ୍ଭ କରିଦିଅନ୍ତୁ। କାରଣ, ରସୁଣ କ୍ଷୀର ଆପଣଙ୍କୁ ଅଦ୍ଭୁତ ସ୍ୱାସ୍ଥ୍ୟ ଲାଭ ଦେଇଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ।

୧. ଯଦି ଆପଣଙ୍କୁ ଥଣ୍ଡା କିମ୍ବା ଫ୍ଲୁ ହେବାର କୌଣସି ଆଶଙ୍କା ରହିଛି, ତା’ହେଲେ ରସୁଣ କ୍ଷୀର ସେବନ କରନ୍ତୁ।

୨. ମୁଖ ଓ ବେକର ନାଲି ବ୍ରଣ ଦୂର କରିବାକୁ ଚାହୁଁଥିଲେ, ରସୁଣ କ୍ଷୀର ବେଶ୍‌ ଫଳପ୍ରଦ ହୋଇଥାଏ। କାରଣ, ନିୟମିତ ରୂପରେ ଆପଣ ଯଦି ଏହି କ୍ଷୀରକୁ ତ୍ୱଚା ଉପରେ ମାଲିସ୍‌ କରିବେ, ଏହା ନାଲିବ୍ରଣ ସମସ୍ୟାକୁ ଖୁବ୍‌ କମ୍‌ ଦିନ ଭିତରେ ଦୂର କରିଦେବ।

୩. ମା’ମାନେ ନିଜ ଶିଶୁଙ୍କୁ ଆବଶ୍ୟକ ମାତ୍ରାରେ କ୍ଷୀର ପିଆଇବା ପାଇଁ ନିଜେ ହିଁ ରସୁଣ କ୍ଷୀର ପିଅନ୍ତୁ। କାରଣ, ଏହା ସବୁ ମା’ଙ୍କ ପାଇଁ ସବୁଠାରୁ ଭଲ ପେୟ ପଦାର୍ଥ ହେବ। ନିୟମିତ ରୂପରେ ଏହାକୁ ପିଇଲେ, ଏହା ସ୍ତନର କ୍ଷୀରକୁ ବଢ଼ାଇଥାଏ। ପିଲା ଜନ୍ମ ପରେ ତୁରନ୍ତ ମା’ଙ୍କୁ ରସୁଣ କ୍ଷୀର ପିଇବାକୁ ଦିଅନ୍ତୁ।

୪. ରସୁଣ କ୍ଷୀର ନିମୋନିଆ ପାଇଁ ସବୁଠାରୁ ଭଲ ଘରୋଇ ଉପଚାର। ଆମେ ଏହାକୁ ନିଦ୍ୱନ୍ଦ୍ୱରେ ଛୋଟ ପିଲାମାନଙ୍କୁ ପିଇବାକୁ ଦେଇପାରିବା। କାରଣ, ଏହା ବହୁତ ସ୍ୱାଦିଷ୍ଟ ହୋଇଥାଏ।

୫. ରସୁଣ କ୍ଷୀର ପାଚନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ରସୁଣ ପାଚନ ରସକୁ ଉତ୍ତେଜିତ କରିଥାଏ ଏବଂ ପେଟଜନିତ ସମସ୍ତ ରୋଗକୁ ଦୂର କରିବାରେ ବହୁତ ପ୍ରଭାବଶାଳୀ ହୋଇଥାଏ।

Roshni

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

17 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

24 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

31 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

39 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

41 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

49 mins ago