ଗର୍ଭାବସ୍ଥା ସମୟରେ ଆପଣାନ୍ତୁ ଏହି ୫ଟି ପ୍ରାକୃତିକ ଉପାୟ, ଚୁଟ୍‌କିରେ ଦୂର ହୋଇଯିବ କୋଷ୍ଠକାଠିନ୍ୟ ସମସ୍ୟା

ଗର୍ଭାବସ୍ଥା ସମୟରେ କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା। ଆଉ ଆପଣ ଏ ବିଷୟରେ କହିବା ପାଇଁ ଆଦୌ ଲାଜ କରିବା ଉଚିତ ନୁହେଁ। ଆଜି ଆମେ ଆପଣଙ୍କୁ ଏଥିରୁ ମୁକୁଳିବାର ଘରୋଇ ଉପାୟ କହିବାକୁ ଯାଉଛୁ।

• ଗର୍ଭାବସ୍ଥା ସମୟରେ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରଥମେ ତନ୍ତୁଜାତୀୟ ଖାଦ୍ୟ ଖାଇବାକୁ ପଡ଼ିବ। କାରଣ, ଏହା ମଳତ୍ୟାଗକୁ ସହଜ କରିଥାଏ।

• ଆପଣଙ୍କୁ ଏହି ସମୟରେ ପଯ୍ୟର୍ାପ୍ତ ମାତ୍ରାରେ ତରଳ ପଦାର୍ଥ ପିଇବାକୁ ହେବ। ଏମିତି ଅଭ୍ୟାସ ରଖିଲେ, ଆପଣ ମାତ୍ର କିଛି ଦିନ ଭିତରେ ଏହାର ପରିଣାମ ଦେଖିପାରିବେ।

• ଗର୍ଭାବସ୍ଥାର ଅର୍ଥ ଏହା ନୁହେଁ ଯେ ଆପଣଙ୍କୁ ବିଛଣାରେ ଆରାମ କରିବା ନିହାତି ଆବଶ୍ୟକ। ଏହି ସମୟରେ ହାଲ୍‌କା ବ୍ୟାୟାମ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଫାଇଦା ମିଳିବ। ବାସ୍ତବରେ, ହାଲ୍‌କା ବ୍ୟାୟାମ ଆପଙ୍କୁ ପାଚନରେ ସାହାଯ୍ୟ କରିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।

• କୋଷ୍ଠକାଠିନ୍ୟକୁ ଦୂର କରିବା ପାଇଁ ଆପଣ ନିୟମିତ ରୂପରେ ଲେମ୍ବୁ ପାଣି ପିଇବା ଅଭ୍ୟାସ ରଖନ୍ତୁ। କାରଣ, ଏହା ଶରୀରରେ ପିତ୍ତର ଉତ୍ପାଦନକୁ ବଢ଼ାଇଥାଏ। ଏହା ଆଭ୍ୟନ୍ତରୀଣ ମାଂସପେଶୀକୁ ସଙ୍କୁଚିତ କରିବାରେ ସାହାଯ୍ୟ କରିଥାଏ ଏବଂ ମଳତ୍ୟାଗ ସହଜରେ ହୋଇଥାଏ।

Roshni

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

34 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

45 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

58 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago