ଫେସୱାସ୍ ସମୟରେ ବ୍ୟବହାର କରନ୍ତୁ ଏହି ଫର୍ମୁଲା, ସଫା ହେବା ସହ ଚମକିଉଠିବ ଆପଣଙ୍କ ତ୍ବଚା

ଅଧିକାଂଶ ଲୋକମାନେ ନିଜ ତ୍ବଚାର ସୌନ୍ଦର୍ଯ୍ୟ ଚାହିଁଥାନ୍ତି। ପ୍ରାୟତଃ ଲୋକମାନେ ତେଲିଆ ସ୍କିନ୍ ପାଇଁ ଚିନ୍ତିତ ହୋଇଥାନ୍ତି। କିନ୍ତୁ ଆପଣମାନେ ସୁସ୍ଥ ତ୍ବଚା ଚାହୁଁଥିଲେ ଏହି ୬୦ ସେକେଣ୍ଡର ଫର୍ମୁଲା ପରଫେକ୍ଟ ସ୍କିନ୍ ପାଇଁ ଲାଭକାରୀ ହୋଇଥାଏ।

ସୌନ୍ଦର୍ଯ୍ୟ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ ଉପରେ ବିଶେଷ ଧ୍ୟାନ ରଖୁଥିବା ଲୋକମାନେ ତ ଏହି ଫର୍ମୁଲା ବିଷୟରେ ନିଶ୍ଚିନ୍ତ ଜାଣିଥିବେ। ୬୦ ସେକେଣ୍ଡ ଫର୍ମୁଲା ଏକ ବେସିକ୍ ଫର୍ମୁଲା ଯାହା ଆପଣମାନଙ୍କ ତ୍ବଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଆପଣ ନିଜର ତ୍ବଚା ସଫା କରିବା ପାଇଁ ଅନେକ ସମୟ ଦେଇଥାନ୍ତି କିନ୍ତୁ ଏହି ଫର୍ମୁଲା ୬୦ ସେକେଣ୍ଡରେ ଆପଣଙ୍କ ତ୍ବଚା ସଫା କରିଥାଏ।

ଏହି ଉପାୟ ଲସ ଏଞ୍ଜଲସର ବ୍ୟୁଟିଲେଜିଷ୍ଟ ନାୟମକା ରୋବର୍ଟସ୍-ସ୍ମିଥ୍ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ତ୍ବଚାରୁ ଦାଗ, ମେକଅପ୍ ଆଦି ହଟାଇବା ସହଜ ହୋଇନଥାଏ। ଏହି କାରଣରୁ ଲୋକମାନେ କେବଳ କ୍ଲିଞ୍ଜର ମିଲ୍କର ବ୍ୟବହାର କରଥାନ୍ତି। କିନ୍ତୁ ଏହା ସଠିକ୍ ଭାବେ ତ୍ବଚାର ଭିତରୁ ସଫା ହୋଇନଥାଏ।

ଏହି ୬୦ ସେକେଣ୍ଡର ଫର୍ମୁଲା ଆପଣଙ୍କ ନିଜର ତ୍ବଚା ସଫା କରିପାରିବେ। ଏହାକୁ ବ୍ଯବହାର କରିବା ସମୟରେ ଆପଣ ନାକ, ଓଠର କୋଣ, ଥୋଡିର ତଳଭାଗ ଏବଂ ମଥାରେ ସମାନ ଭାବରେ ମସାଜ୍ କରନ୍ତୁ। ଏହି ଫର୍ମୁଲା ଆପଣଙ୍କ ପାଇଁ ସହଜ ହୋଇଥାଏ କିନ୍ତୁ ଏହାକୁ ବ୍ୟବହାର କରିବା ପରେ ତ୍ବଚାରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ସୋସିଆଲ ମିଡ଼ିଆରେ ମଧ୍ୟ ଏହି ୬୦ ସେକେଣ୍ଡର ଫର୍ମୁଲାକୁ ନେଇ ଲୋକମାନେ ଅନେକ ମତ ରଖିଛନ୍ତି। ଏହାକୁ ବ୍ୟବହାର କରିବା ପରେ ସେମାନଙ୍କ ତ୍ବଚାରେ ସୌନ୍ଦର୍ଯ୍ୟ ଆସିବା ସହ ବ୍ରଣ ସମସ୍ୟା କମ ହେବାର ମତ ରଖିଛନ୍ତି।

ଆପଣମାନେ ମଧ୍ୟ ନିଜର ତ୍ବଚା ସଫା କରିବା ସମୟରେ କ୍ଲିଞ୍ଜର ମିଲ୍କରେ ୬୦ ସେକେଣ୍ଡ ପର୍ଯ୍ୟନ୍ତ ଆପଣଙ୍କ ମୁହଁରେ ହାଲୁକା ଭାବେ ମସାଜ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ତ୍ବଚା ସଫା ହେବା ସହିତ କ୍ଲିଞ୍ଜରରେ ଥିବା ପ୍ରଭାବି ତତ୍ତ୍ବ ତ୍ବଚା ଭିତରେ ମଧ୍ୟ କାମ କରିଥାଏ। ଅନୁଯାୟୀ ଏହି ଫର୍ମୁଲା ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ଏକ ମିନିଟ୍ ପର୍ଯ୍ୟନ୍ତ ତ୍ବଚାରେ ଏହି ୬୦ ସେକେଣ୍ଡର ଫର୍ମୁଲା ପ୍ରୟୋଗ କରିବା ପାଇଁ ସ୍କିନ୍ କେୟାର ସ୍ପେଶାଲିଷ୍ଟମାନେ ପରାମର୍ଶ ଦେଇଛନ୍ତି।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago