ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଗର୍ଭରେ ପୁଅ ଅଛି ନା ଝିଅ !

ଜନ୍ମ ପୂର୍ବରୁ ଶିଶୁର ଲିଙ୍ଗ ଜାଣିବା ଆଇନଗତ ଅପରାଧ ଅଟେ। କିନ୍ତୁ ଗର୍ଭାବସ୍ଥାରେ କିଛି ଏମିତି ଲକ୍ଷଣ ରହିଛି ଯାହାକୁ ଆଧାର କରି ଆପଣ ଜାଣିପାରିବେ ଗର୍ଭରେ ପୁଅ ଅଛି ନା ଝିଅ।

ମହିଳା ଅତ୍ୟଥିକ ମୁଡି ବା ମନୁଆ ହେଲେ

କୁହାଯାଏ ଯେ ଯଦି ଗର୍ଭବତୀ ମହିଳା ଆବଶ୍ୟକରୁ ଅଧିକ ମନୁଆ ହେବାକୁ ଲାଗନ୍ତି ତେବେ ମହିଳା ଏକ କନ୍ୟା ସନ୍ତାନ ଜନ୍ମ ଦେଇପାରନ୍ତି। ଏହାପଛରେ ଆଉ ଏକ କାରଣ ମଧ୍ୟ ରହିଛି ଯେ ମହିଳାଙ୍କ ଠାରେ ଫିମେଲ ହର୍ମୋନସ୍ ବଢ଼ିବାରେ ଲାଗିଥାଏ।

ସ୍ତନର ଆକାର

ଗର୍ଭବତୀ ମହିଳା ନିଜର ସ୍ତନର ଆକାରକୁ ଦେଖି ଏହା ପତ୍ତା ଲଗାଇପାରିବେ ଯେ ସେ ପୁଅ ଜନ୍ମ ଦେବେ ନା ଝିଅ। ଯଦି ମହିଳାଙ୍କର ଡାହାଣ ପାର୍ଶ୍ୱ ସ୍ତନ ବାମ ପାର୍ଶ୍ୱ ସ୍ତନ ଠାରୁ ବଡ ହୋଇଥାଏ ତେବେ ମହିଳା ପୁଅ ଜନ୍ମ ଦେବେ। ଯଦି ସେହି ମହିଳାଙ୍କର ବାମ ସ୍ତନ ଡାହାଣ ସ୍ତନ ଠାରୁ ବଡ ହୋଇଥାଏ ତେବେ ଝିଅ ହେବ।

ହାର୍ଟ ବିଟ୍‌

ହାର୍ଟ ବିଟ ମାଧ୍ୟମରେ ସବୁଠୁ ସହଜରେ ଜାଣିହୁଏ ମହିଳାଙ୍କ ଗର୍ଭରେ ପୁଅ ଅଛି ନା ଝିଅ। ଯଦି ଗର୍ଭବତୀ ମହିଳାଙ୍କ ହାର୍ଟ ବିଟ୍ ୧୪୦ ପଯ୍ୟର୍ନ୍ତ ହୋଇଯାଏ ତେବେ ତାଙ୍କ ଗର୍ଭରେ ଝିଅ ଅଛି। କାରଣ ପୁଅ ଥିଲେ ମହିଳାଙ୍କ ହାର୍ଟବିଟ୍ ସାମାନ୍ୟ ରହିଥାଏ।

ଏହାସହ ପଢନ୍ତୁ : ଗର୍ଭାବସ୍ଥାର ଆଠ ମାସରେ ଏହି ସାବଧାନତା ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରି !

ଖାଦ୍ୟପେୟ

ଗର୍ଭବତୀ ମହିଳାଙ୍କ ଖାଦ୍ୟ ପାନୀୟ ଦ୍ୱାରା ଆପଣ ଜାଣିପାରିବେ ଯେ ତାଙ୍କ ଗର୍ଭରେ ବଢ଼ୁଥିବା ଶିଶୁ ପୁଅ ନା ଝିଅ। ଯଦି ମହିଳାଙ୍କୁ ନମକିନ୍ ଖାଇବାକୁ ଇଚ୍ଛା ହେଉଥାଏ ତେବେ ତାଙ୍କ ଗର୍ଭରେ ପୁଅ ଅଛି ଏବଂ ଯଦି ମହିଳାଙ୍କୁ ମିଠା ଖାଇବାକୁ ମନ ହେଉଥିବ ତେବେ ଗର୍ଭରେ ଝିଅ ଅଛି ବୋଲି ଜଣାଯାଇଥାଏ।

ମହିଳାଙ୍କ ସ୍ୱାମୀଙ୍କ ଓଜନ

ଯଦି ଗର୍ଭବତୀ ମହିଳାଙ୍କ ସ୍ୱାମୀଙ୍କର ଓଜନ ବଢ଼ିଯାଉଥାଏ ତେବେ ଏହି ସଂକେତ ହେଉଛି ଗର୍ଭବତୀ ମହିଳାଙ୍କ ଗର୍ଭରେ ଝିଅ ଅଛି ଏବଂ ଯଦି ପତିଙ୍କର ଓଜନ ସାମାନ୍ୟ ରହିଥାଏ ତେବେ ସେହି ମହିଳା ଏକ ପୁଅକୁ ଜନ୍ମ ଦେବେ।

ପାଦର କେଶ ବଢ଼ିବା

କୌଣସି ବି ମହିଳାଙ୍କୁ ନିଜ ଶରୀରରେ କେଶ ଥିଲେ ଭଲ ଲାଗିନଥାଏ କିନ୍ତୁ ଗର୍ଭବତୀ ହେବା ପରେ ଯଦି କେଶ ବଢ଼ୁଥାଏ ତେବେ ଏହା ତାଙ୍କ ପାଇଁ ଖୁସ ଖବର ଆଣିଥାଏ। ଯଦି ଗର୍ଭବତୀ ମହିଳାଙ୍କ ପାଦରେ କେଶ ବଢ଼ୁଥାଏ ତେବେ ଏହି ସଂକେତ ହେଉଛି ସେହି ମହିଳା ଜଣେ ପୁଅକୁ ଜନ୍ମ ଦେବେ।

ଏହାସହ ପଢନ୍ତୁ : ଗର୍ଭାବସ୍ଥାରେ ଟମାଟୋ ଖାଇବା ଠିକ୍‌ ନା ଭୁଲ୍‌ ? ଜାଣନ୍ତୁ ଏହାକୁ ନେଇ କଣ କୁହନ୍ତି ଡାକ୍ତର

ନାକର ଆକାର

ଯଦି ମହିଳାଙ୍କ ନାକର ଆକାର ପରିବର୍ତ୍ତନ ହେଉଥାଏ ତେବେ ମହିଳାଙ୍କ ପେଟରେ ପୁଅ ରହିଛି।

Pritiparna

Recent Posts

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

3 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

36 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

1 hour ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

1 hour ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

2 hours ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

2 hours ago