ଫେସିଆଲ କରିବା ପରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୫ କାମ, ନଚେତ ହେବେ ହଇରାଣ

ସୁନ୍ଦର ଏବଂ ଚମକପୂର୍ଣ୍ଣ ଚେହେରା ପାଇବା ପାଇଁ ମହିଳା ମାନେ ଫେସିଆଲର ସାହାରା ନେଇଥାନ୍ତି। କିଛି ଖାସ ଅକେଜନ ହେଲେ ମହିଳାମାନେ ସର୍ବପ୍ରଥମେ ଫେସିଆଲ କରିବା ପାଇଁ ପାର୍ଲରରେ ଆପୋଏଣ୍ଟମେଣ୍ଟ ନେଇଥାନ୍ତି।କଣ ଆପଣ ଜାଣନ୍ତି ଫେସିଆଲ କରିବା ପରେ ଆପଣଙ୍କୁ ବହୁତ ଜିନିଷ ଉପରେ ଧ୍ୟାନ ରଖିବାକୁ ପଡିଥାଏ।ଆପଣ ଜାଣି ନାହାନ୍ତି ଯେ ଆପଣଙ୍କର ଛୋଟ ଭୁଲ ଆପଣଙ୍କ ତ୍ବଚାକୁ ଖରାପ କରିଦେଇଥାଏ। ଆସନ୍ତୁ ଜାଣିବା ଅଜଣାରେ କରାଯାଉଥିବା ଛୋଟ ଛୋଟ ଭୁଲ ବିଷୟରେ।

ମେକଅପ୍

ଫେସିଆଲ କରିବା ପରେ ତୁରନ୍ତ ମେକଅପ୍ କରିବା ଉଚିତ ନୁହେଁ। ଫେସିଆଲ କରିବା ପରେ ସ୍କିନରେ ଲୋମ ମୂଳ ଖୋଲି ଯାଇଥାଏ। ଏମିତିରେ ଯଦି ଆପଣ ଫେସିଆଲ ପରେ ମେକଅପ୍ କରୁଛନ୍ତି ତେବେ ଏଥିରେ ଥିବା କେମିକାଲ ସ୍କିନକୁ ଚାଲି ଯାଇଥାଏ। ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିପାଇଁ ଫେସିଆଲ କରିବା ପରେ ପ୍ରାୟ ୭୨ ଘଣ୍ଟା ପର‌୍ୟ୍ୟନ୍ତ ମେକଅପ୍ ଠାରୁ ଦୂରେଇ ରୁହନ୍ତୁ।

ମୁହଁ ଧୁଅନ୍ତୁ ନାହିଁ

ଫେସିଆଲ କରିବାର ୪ ଘଣ୍ଟା ପର‌୍ୟ୍ୟନ୍ତ ମୁହଁ ଧୋଇବା ଉଚିତ ନୁହେଁ। ଆପଣଙ୍କ ସ୍କିନରେ ଫେସିଆଲରେ ବ୍ୟବହାର କରାଯାଇଥିବା ପ୍ରୋଡକଟ୍ସକୁ ଭଲ ଭାବେ ଶୁଖିବାକୁ ଦିଅନ୍ତୁ। ଯଦି ତ୍ବଚା ରୁକ୍ଷ ଲାଗେ, ତେବେ ଷ୍ଟିମ ନିଅନ୍ତୁ ଏବଂ ତ୍ବଚା ତେଲିଆ ଲାଗିଲେ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ଥ୍ରେଡିଙ୍ଗ୍

ଯଦି ଆପଣଙ୍କୁ ଫେସିଆଲ ଏବଂ ଥ୍ରେଡିଙ୍ଗ୍ ଦୁଇଟି କରିବାର ଅଛି ତେବେ କେବେ ମଧ୍ୟ ଫେସିଆଲ ପ୍ରଥମେ କରିବାର ଭୁଲ କରନ୍ତୁ ନାହିଁ।

ଚେହେରାରେ ୱାକ୍ସିଙ୍ଗ୍ କରନ୍ତୁ ନାହିଁ

କେବେବି ଫେସିଆଲ କରିବା ପରେ ଅପର ଲିପ୍ସ କରନ୍ତୁ ନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁଯେ ଫେସିଆଲ ପରେ ତ୍ବଚାର ଉପରି ଭାଗ ବହୁତ ମୁଲାୟମ ଏବଂ ସମ୍ବେଦନଶୀଳ ହୋଇଯାଇଥାଏ। ୱାକ୍ସ କରିବା ପରେ ଏହା ଉପରେ ଖରାପ ପ୍ରଭାବ ପଡିପାରେ।

ସ୍କ୍ରବ୍ କରନ୍ତୁ ନାହିଁ

ଯଦି ଆପଣ ଫେସିଆଲ କରିଛନ୍ତି ତେବେ ତ୍ବଚାରେ ସ୍କ୍ରବରର ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଧ୍ୟାନ ରଖନ୍ତୁ ଯେ ଫେସିଆଲ କରିବାର ତିନି ଚାରି ଦିନ ପର‌୍ୟ୍ୟନ୍ତ ସ୍କ୍ରବର ବ୍ୟବହାର କରିବା ଉଚିତ ନୁହେଁ।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

9 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

28 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

36 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

53 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago