ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଜାମୁକୋଳି ରଙ୍ଗର ଆମ୍ବ, ଜାଣନ୍ତୁ ଶରୀର ପାଇଁ ଏହା କେମିତି ଖାସ୍

ଆମ୍ବର ସିଜନ୍ ଚାଲୁଛି। ଆମ୍ବ ଏକ ଏମିତି ଫଳ ଯାହାକୁ ଆପଣ ସବୁ ଋତୁରେ ବଡ ଆନନ୍ଦରେ ଖାଇପାରିବେ। କିନ୍ତୁ ଡାଇବେଟିଜ୍ ରୋଗୀଙ୍କୁ ଆମ୍ବ ଖାଇବାକୁ ମନା କରାଯାଇଛି। କିନ୍ତୁ ଏବେ ଆଉ ସେମିତି ହେବ ନାହିଁ। ଡାଇବେଟୀଜ୍ ରୋଗୀ ମାନେ ମଧ୍ୟ ଖୁବ୍ ଆମ୍ବର ମଜା ଉଠାଇପାରିବେ। ଏହାକୁ ଖାଇବା ଦ୍ବାରା ଆପଣଙ୍କ ବ୍ଲଡ ସୁଗାର ବିଲକୁଲବି ବଢ଼ି ନାହିଁ।

ଏକ ଏମିତି ଆମ୍ବର କିସମ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଆମ୍ବ ଏବଂ ଜାମୁକୋଳିର କମ୍ବିନେସନ କରାଯାଇଛି। ସୋସିଆଲ ମିଡିଆରେ ଜାମୁକୋଳି ରଙ୍ଗର ଆମ୍ବ ବହୁତ ଭାଇରାଲ ହେଉଛି। ଏହି ଫଳ ବ୍ଲଡସୁଗାର ରୋଗୀଙ୍କ ପାଇଁ ବହୁତ ଲାଭଦାୟକ। ଏବେ ଏହି ଆମ୍ବକୁ ଭାରତରେ ମଧ୍ୟ କରାଯାଉଛି। ଅବଶ୍ୟ ଟ୍ବିଟରେ ଦାବି କରାଯାଇଛି ଯେ ୧୦ ବର୍ଷ କଠିନ କରିଶ୍ରମ କରିବା ପରେ ଆମ୍ବ ଏବଂ ଜାମୁକୋଳିକୁ ମିଶାଇ ଜାମୁକୋଳି ରଙ୍ଗର ଆମ୍ବ ପ୍ରସ୍ତୁତ କରାଯାଇଛି। ଆପଣ ବି ଜାଣନ୍ତୁ ସାଧାରଣ ଆମ୍ବ ଭଳି ଜାମୁ କୋଳି ରଙ୍ଗର ଆମ୍ବ ଖାଇବାର ଫାଇଦା

-ଏହାକୁ ଖାଇବା ଦ୍ବାରା ଆପଣଙ୍କ ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ରହିଥାଏ।

-ଜାମୁକୋଳି ଆମ୍ବରେ ପୋଟାସିୟମ ଏବଂ ସୋଡିୟମ ବହୁତ କମ୍ ମାତ୍ରାରେ ମିଳିଥାଏ। ଯାହା ଆପଣଙ୍କ ବ୍ଲଡ ପ୍ରେସରକୁ ମଧ୍ୟ କଣ୍ଟ୍ରୋଲ ରଖିଥାଏ।

ଏହା ସହ ପଢ଼ନ୍ତୁ : ଶରୀରର ସମସ୍ତ ରୋଗକୁ ଚୁଟକିରେ ଦୂର କରି ଦେଇଥାଏ ଏହି ଫଳ, ଏମିତି କରନ୍ତୁ ସେବନ

-ଏଥିରେ ଭରପୂର ମାତ୍ରାରେ ଭିଟାମିନ ସି ସହିତ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ। ଯାହା ଆପଣଙ୍କୁ ସଂକ୍ରମଣ ଠାରୁ ଦୂରେଇ ରଖିଥାଏ।

-ପର୍ପଲ ରଙ୍ଗର ଆମ୍ବରେ ଭିଟାମିନ ସି ରହିଥାଏ ଯାହା ଆପଣଙ୍କ କୋଲେଷ୍ଟ୍ରଲକୁ ଠିକ ରଖିବାରେ ସାହାଯ୍ୟ କରିଥାଏ।

-ପର୍ପଲ୍ ଆମ୍ଭରେ ଭରପୂର ମାତ୍ରାରେ ପୋଟାସିୟମ ଏବଂ ଅନେକ ପ୍ରକାରର ଆଣ୍ଟି ଅକ୍ସଡେଣ୍ଟ ରହିଥାଏ। ଯାହା ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

21 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

29 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

45 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago