ଏଥର ଦୀପାବଳିରେ ଏପରି ସଜାନ୍ତୁ ନିଜର ଘର, ଯାହା ସମସ୍ତଙ୍କୁ କରିବ ଆକର୍ଷଣ

ନବରାତ୍ରୀ ପୂଜା ଏବଂ ରାବଣ ଦହନ ଶେଷ ହେବା ପରେ ଦୀପାବଳିର ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଏଥିସହ ଘର ପରିସ୍କାର କରିବା କାମ ମଧ୍ୟ ଆରମ୍ଭ ହୋଇଥାଏ। ଦୀପାବଳି ଅବସରରେ ଲୋକମାନେ ଘରକୁ ବିଭିନ୍ନ ରଙ୍ଗରେ ସଜାଇଥାନ୍ତି। ଆପଣ ବର୍ଷ ନିଜ ଘରକୁ ବିଭିନ୍ନ ରଙ୍ଗରେ ସଜାଇପାରିବେ। ତେବେ ଜାଣନ୍ତୁ ଦୀପାବଳିର ଏହି ଶୁଭ ଅବସରରେ କିପରି ଆପଣ ଘରକୁ ସଜାଇ ଆକର୍ଷଣୀୟ କରିପାରିବେ।
ଘରର ମୁଖ୍ୟ ଦ୍ୱାରକୁ ଘରର ଆଇନା କୁହାଯାଇଥାଏ।

ମୁଖ୍ୟ ଦ୍ୱାରର ସାଜସଜ୍ଜା ଲୋକମାନଙ୍କୁ ପ୍ରଥମେ ଆକର୍ଷଣୀୟ କରିଥାଏ। ଫେଷ୍ଟିଭ୍ ଲୁକ୍ ଦେବା ପାଇଁ ଆପଣ ଘରକୁ ଫୁଲରେ ମଧ୍ୟ ସଜାଇ ପାରିବେ। ଏହା ଦେଖିବାକୁ ସ୍ୱତନ୍ତ୍ର ଲାଗିଥାଏ। ଆଜିକାଲି ମାର୍କେଟରେ ମିଳୁଥିବା ଅଧିକରୁ ଅଧିକ ଅପ୍ରାକୃତିକ ଫୁଲ ଆଣି ମଧ୍ୟ ଆପଣ ଘରକୁ ସୁନ୍ଦର ଭାବେ ସଜାଇ ପାରିବେ।

ଏହାବ୍ୟତୀତ ଘରର ସମସ୍ତ ଝରକାରେ ରଙ୍ଗ ବେରଙ୍ଗର ଆଲୋକରେ ସଜାନ୍ତୁ। ଏପରି ସଜାଇବା ଦ୍ୱାରା ଘରର ସୌନ୍ଦଯ୍ୟର୍ ଆହୁରି ବଢିଯାଇଥାଏ। ରଙ୍ଗ ବେରଙ୍ଗର ଆଲୋକ ସହ ଲ୍ୟାମ୍ପ ମଧ୍ୟ ଘରର ସୁନ୍ଦରତା ବଢାଇଥାଏ। ଆଜିକାଲି ମାର୍କେଟ ବ୍ୟତୀତ ଅନଲାଇନ୍ ରେ ମଧ୍ୟ ଏହି ସବୁ ଜିନିଷ ଉପଲବ୍ଧ ।

ଏହାସହ ପଢନ୍ତୁ: ଜାଣନ୍ତୁ ନବରାତ୍ରୀ ସମୟରେ ବଙ୍ଗାଳୀ ମହିଳାମାନେ କାହିଁକି ପିନ୍ଧିଥାନ୍ତି ଧଳା ଏବଂ ନାଲି ରଙ୍ଗର ଶାଢୀ

ଆପଣ ନିଜ ଇଛା ଅନୁସାରେ ଏହି ଲ୍ୟାମ୍ପକୁ ଡ୍ରଇଙ୍ଗ୍ ରୁମ୍ ରୁ ବେହ୍ ରୁମ୍ ପର୍ଯ୍ୟନ୍ତ ସଜାଇ ପାରିବେ। କିନ୍ତୁ ପିଲାମାନଙ୍କ ରୁମ୍ କୁ ଷ୍ଟିକରରେ ସଜାନ୍ତୁ , ଏହାଦ୍ୱାରା ପିଲାମାନେ ଖୁସି ହୋଇଥାନ୍ତି। ଅନଲାଇନ୍ ରେ ମଧ୍ୟ ଭଗବାନଙ୍କ ଷ୍ଟିକର ସହ ବିଭିନ୍ନ କାର୍ଟୁନ ଷ୍ଟିକର ମିଳିଥାଏ। ଯାହାଦ୍ୱାରା ଆପଣ ଏହି ଷ୍ଟିକର କିଣି ଘର ସଜାଇପାରିବେ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

14 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

28 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

43 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

53 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago