ଘରୋଇ ଉପଚାରକୁ ଆପଣାଇ ଚୁଟକିରେ ଦୂରାନ୍ତୁ ମୁଣ୍ଡବିନ୍ଧାର ସମସ୍ୟା

ଲୋକମାନଙ୍କ ମଧ୍ୟରେ ମୁଣ୍ଡବିନ୍ଧା ସମସ୍ୟା ଦେଖା ଯିବା ଏକ ସିଧାରଣ କଥା । ଯାହାର ଅନେକ କାରଣ ଥାଇପାରେ, ଅଶାନ୍ତି, ମାଇଗ୍ରେନ୍ ଏବଂ ନିଦ ପୁରା ନହେବା କାରଣରୁ ମୁଣ୍ଡ ଅଧିକ ଜୋରରେ ବିନ୍ଧିବା ଅରମ୍ଭ କରିଦିଏ ଯେଉଁ କଷ୍ଟରୁ ରକ୍ଷା ପାଇବା ପାଇଁ ଆମେ ପେନକିଲର ଖାଇଥାଉ କିନ୍ତୁ ଏହି ସବୁ ମେଡିସିନର ବହୁତ ସାଇଡିଫେକ୍ଟ ରହିଥାଏ । ଯାହାଠାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଏହି ଘରୋଇ ଉପଚାରକୁ ଆପଣାଇ ଦେଖିବାକୁ ପଡିବ । ବିଶ୍ବାସ କରନ୍ତୁ ଆପଣଙ୍କର ହିଁ ଫାଇଦା ହେବ ।

ନିଳ ଗିରୀ :

ଭୟଙ୍କର ମୁଣ୍ଡବିନ୍ଧାରୁ ରକ୍ଷାପାଇବା ପାଇଁ ନିଳ ଗିରୀ ତେଲକୁ ମୁଣ୍ଡରେ ମାଲିସ୍ କରନ୍ତୁ । ଏହି ସମୟରେ ଆଖି ବନ୍ଦ ରଖିବା ଦ୍ବାରା ଅଧିକ ଫାଇଦା ହୋଇଥାଏ ।

ଅଦା :

 

ମୁଣ୍ଡ ବିନ୍ଧାରୁ ରକ୍ଷା ପାଇବା ପାଇଁ ଅଦା ଠାରୁ ଭଲ ଜିନିଷ ଆଉ କିଛି ନାହିଁ । ଅଦାକୁ ପାଣିରେ ପକାଇ ଫୁଟାନ୍ତୁ ଏବଂ ସେହି ପାଣି ବାମ୍ଫକୁ ନିଅନ୍ତୁ ଦେଖିବେ ଚୁଟକିରେ ଆପଣଙ୍କର ମୁଣ୍ଡବିନ୍ଧା ବନ୍ଦ ହୋଇଯିବ ।

ଆହୁରି ପଢନ୍ତୁ : ବାସିଭାତ ଖାଇବା ଦ୍ବାରା ମିଳିଥାଏ ଏହି ସବୁ ଫାଇଦା, ଜାଣିବା ପରେ ଆଉ ଫିଙ୍ଗିବାକୁ ଚାହିଁବେ ନାହିଁ

ଲେମ୍ବୁ :

ଏହାଛଡା ଅଦା ରସ ଏବଂ ଲେମ୍ବୁ ରସକୁ ମିଶାଇ ଦିନରେ ୧ଥର ବା ୨ଥର ପିଇବା ଦ୍ବାରା ଫାଇଦା ହୋଇଥାଏ ।

ପୋଦିନା :

ପୋଦିନା ପତ୍ରରୁ ରସ ବାହାର କରି ମୁଣ୍ଡରେ ଲଗାନ୍ତୁ ଦେଖିବେ ମୁଣ୍ଡବିନ୍ଧାରୁ ରକ୍ଷା ପାଇପାରିବେ ।

ବରଫ :

ମାଇଗ୍ରେନରୁ ହେଉଥିବା ମୁଣ୍ଡବିନ୍ଧାରୁ ରକ୍ଷା ପାଇବା ପାଇଁ ବରଫକୁ ବେକର ପଛଭାଗରେ କିଛି ସମୟ ରଖନ୍ତୁ ଦେଖିବେ ଆପଣଙ୍କ ଆରମ ମିଳିବ ।

ଲବଙ୍ଗ :

ଲବଙ୍ଗକୁ ପେଶୀକି ଗୋଟେ କପଡାରେ ବାନ୍ଧି ନିଅନ୍ତୁ ଏବଂ ଟିକେ ଟିକେ ଅନ୍ତରାଳରେ ସୁଘଂନ୍ତୁ ଯେଉଁ ପର୍ୟ୍ୟନ୍ତ ଆପଣଙ୍କୁ ଆରମ ନଲାଗିଛି ।

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

12 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

27 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

37 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

48 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago