କେବଳ ଖାଦ୍ୟ ନୁହେଁ ଶରୀର ପାଇଁ ବେଶ୍‌ ଉପକାରୀ ଆମଚୁର ପାଉଡର, ଜାଣନ୍ତୁ କ’ଣ ରହିଛି ଏହାର ଫାଇଦା

ଆପଣମାନେ ଘରେ ଆମଚୁର ପାଉଡରକୁ ବିଭିନ୍ନ ଚଟାପଟ୍‌ ଖାଦ୍ୟରେ ବ୍ୟବହାର କରିଥାଉ। ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଆମେ ଏପରି କରିଥାଉ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କିମ୍ବା ଚଟାପଟ କରିବା ପାଇଁ ନୁହେଁ ବରଂ ଶରୀର ପାଇଁ ବେଶ୍‌ ଲାଭକାରୀ ହୋଇଥାଏ ଆମଚୁର ପାଉଡର। ଆସନ୍ତୁ ଜାଣିବା ଏହା ଆମ ଶରୀର ପାଇଁ କେତେ ଲାଭକାରୀ।

ଆମଚୁର ପାଉଡର ଖାଦ୍ୟ ନୁହେଁ ତ୍ୱଚା ପାଇଁ ମଧ୍ୟ ଉପକାରୀ। ଏହା ମୁହଁର ଖୋଲା ଛିଦ୍ର, ଧୂଳିମଳି, ତେଲ ଏବଂ ପ୍ରଦୂଷଣରୁ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିଥାଏ।

ଆମଚୁର ପାଉଡର ଏସିଡିଟ ଦୂର କରିବା ସହ ପାଚନ କ୍ରିୟା ମଧ୍ୟ ବଢାଇଥାଏ। ପେଟ ଫୁଲିବା ଏବଂ କୋଷ୍ଠକାଠିନ୍ୟକୁ ଦୂର କରିବାରେ ସାହାଯ୍ୟ କରେ। ଯାହାଦ୍ୱାରା ଆପଣଙ୍କର ମଳତ୍ୟାଗ ସଠିକ୍‌ ସମୟରେ ପ୍ରତିଦିନ ହୋଇଥାଏ।

ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ବହୁତ ଉପକାରୀ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଓଜନ କମ୍‌ କରିବାରେ ବେଶ୍‌ ସହାୟକ ହୋଇଥାଏ। ଏହାଛଡା କାର୍ବୋ ହାଇଡ୍ରେଟ୍‌ କମ୍‌ ହେବା କାରଣରୁ ଓଜନ ନିୟନ୍ତ୍ରଣ କରିବା ଜଲଦି କାମ କରିଥାଏ।

ଆମଚୁର ପାଉଡର କ୍ୟାନସର ଭଳି ରୋଗରୁ ଶରୀରକୁ ରକ୍ଷା କରିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଥାଏ। ଏହା ସ୍କର୍ବି ଭଳି ରୋଗକୁ ଦୂରେଇ ରଖେ।

ଏହାସହ ପଢ଼ନ୍ତୁ ; ବିନା ଅପରେସନରେ କିଭଳି ଦୂର କରିବେ ଷ୍ଟୋନ ସମସ୍ୟା, କରନ୍ତୁ ଏପରି ଉପଚାର

ଆଖି ପାଇଁ ଆମଚୁର ପାଉଡର ବେଶ ଉପକାରୀ। ସେଥିପାଇଁ ନିଜ ଖାଦ୍ୟରେ ପ୍ରତିଦିନ ଆମଚୁର ପାଉଡର ଖାଇବା ଦରକାରୀ। ଏହା ମୋତିଆବିନ୍ଦୁ, ଦୃଷ୍ଟିଶକ୍ତି ବୃଦ୍ଧି ଏବଂ ନେତ୍ର ବିକାର ରୋଗକୁ ଦୂରେଇ ରଖେ।

ଏହା ସହିତ ଆମଚୁର ପାଉଡର ହୃଦୟକୁ ମଧ୍ୟ ସୁସ୍ଥ ରଖେ। ଫଳରେ ହାର୍ଟ ଆଟାକ ଏବଂ ଅନ୍ୟ ହୃଦ ସମ୍ବନ୍ଧୀୟ ରୋଗ ହୋଇନଥାଏ।

 

Swagatika

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

4 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

15 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

43 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago