ଖାଇବା ସହିତ ସୁନ୍ଦର ତ୍ବଚା ପାଇଁ ଲଗାନ୍ତୁ ଦହି ଏବଂ ଚିନି, ଆଉ ଦେଖାଯିବେନି ବୟସ୍କ

ଚିନି ଆପଣଙ୍କ ସ୍ବାସ୍ଥ୍ଯ ପାଇଁ ଖରାପ ହୋଇପାରେ କିନ୍ତୁ ସ୍କିନ ପାଇଁ ବେଶି ଫାଇଦାଯୁକ୍ତ। ଚିନି ସାହାଯ୍ଯରେ ଅନେକ ସ୍କିନ ସମ୍ବନ୍ଧୀୟ ସମସ୍ଯାକୁ ଦୂର କରାଯାଇପାରେ। ଆପଣଙ୍କ ମଧ୍ୟରେ ଅନେକ ଲୋକଦହି ଚିନି ଖାଇବା ବିଷୟରେ ଜାଣିଥିବେ ? ଦହି ଓ ଚିନି ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ବୋଲି କୁହାଯାଏ କିନ୍ତୁ ସ୍କିନ ପାଇଁ ମଧ୍ୟ ବେଶ ଉପକାରୀ। ତେବେ ଜାଣନ୍ତୁ ଦହି ଏବଂ ଚିନି ଖାଇବା ଶରୀର ପାଇଁ କେତେ ଫାଇଦାଯୁକ୍ତ ?

ଦହି ଏବଂ ଚିନି ମିଶାଇ ସ୍କିନରେ ୧୦ ମିନିଟ ମାଲିସ କରିବା ଦ୍ବାରା ଚେହେରାରେ ଚମକ ଆସିଥାଏ। ହଦି ସ୍କିନକୁ ମଶ୍ଚରାଇଜର କରିଥାଏ ଏବଂ ଚିନି ତ୍ବଚାକୁ ଏକ୍ସଫୋଲିଏଟ କରି ଉଜ୍ବଳ ଆଣିଥାଏ।
ଚିନିକୁ କଫି ପାଉଡର ଏବଂ ନଡିଆ ତେଲ ସହିତ ମିଶ୍ରଣ କରି ସ୍କ୍ରବ ଭଳି ବ୍ଯବହାର କରନ୍ତୁ। ଯାହା ସ୍କିନକୁ ଉଜ୍ବଳ ଏବଂ କୋମଳ ବନାଇଥାଏ।

ବ୍ରଣ, ଆକ୍ନେ ଏବଂ ସମସ୍ଯା ପାଇଁ ତ୍ବଚାରେ ଚିନିର ବ୍ଯବହାର କରନ୍ତୁ। ଚିନି ନ୍ଯାଚୁରାଲ ଭାବେ ତ୍ବଚାକୁ ନମନୀୟ କରିବାରେ ସହାୟକ ହୋଇଥାଏ। ଏହାଦ୍ବାରା ସ୍କିନ ସେଲ୍ସ ଉଜ୍ବଳ ରହିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.