ନୁଡୁଲ୍ସ ଖାଇ ବିରକ୍ତି ହୋଇଗଲେଣି କି ? ଖାଆନ୍ତୁ କ୍ରିସପି ଆମେରିକାନ ଚପସୀ

ଯଦି ଆପଣ ନୁଡୁଲ୍ସ ଖାଇ ଖାଇ ବିରକ୍ତି ହୋଇଗଲେଣି ତେବେ ଆମେ ଆପଣଙ୍କ ପାଇଁ ଆଜି ଆଣିଦେଉଛି ଏଭଳି ଏକ ନୂଆ ନୁଡୁଲ୍ସ ଯାହା ଆପଣଙ୍କ ମୁଡକୁ ଠିକ୍‌ କରିଦେବ। ଆସନ୍ତୁ ଜାଣିବା କିପରି କରିବେ ପ୍ରସ୍ତୁତ …

ଆବଶ୍ୟକ ସମାଗ୍ରୀ :

ନୁଡୁଲ୍ସ- ୧୦୦ ଗ୍ରାମ
କର୍ନଫ୍ଲୋର – ୨/୩ ଚାମଚ
ତେଲ-
ପତ୍ରକୋବି –୧/୨ କପ୍‌
ଶିମଲା ଲଙ୍କା- ୧/୨ କପ୍‌ ( ଛୋଟ କଟା ହୋଇଥିବା)
ଗାଜର-୧/୨ କପ (ଛୋଟ କଟା ହୋଇଥିବା)
ବିନ୍ସ – ୧/୨ କପ୍‌ (ଛୋଟ କଟା ହୋଇଥିବା)
ଗଜା ମୁଗ ଡାଲି – ୨/୩ ଚାମଚ
ସୋୟା ସସ୍‌ – ୧.୫ ଛୋଟ ଚାମଚ
ଲୁଣ- ସ୍ୱାଦୁନସାରେ
ସିରକା- ୧ ଛୋଟ ଚାମଚ
ଚିଲି ସସ୍‌- ୧/୨ ଛୋଟ ଚାମଚ
ମିଠା ତୁଳସୀ- ୫/୬ ପତ୍ର

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ନୁଡୁଲ୍ସକୁ ପାଣିରେ ସିଝାଇ ଦିଅନ୍ତୁ। ଏହି ସମୟରେ ଆପଣ ୧ ଚାମଚ ତେଲ ଏବଂ ଅଧ ଚାମଚ ଲୁଣ ଏଥିରେ ପକାଇଦିଅନ୍ତୁ। ନୁଡୁଲ୍ସ ସିଝିଯିବା ପରେ ଏହାକୁ ଛାଣିଦିଅନ୍ତୁ। ଛାଣି ସାରିବା ପରେ ଥଣ୍ଡା ପାଣିରେ ପକାଇ ଦିଅନ୍ତୁ। ନୁଡୁଲ୍ସ ଥଣ୍ଡା ହେବା ପରେ ଏଥିରେ ଦେଢ ଚାମଚ କର୍ନଫ୍ଲୋର ମିଶାଇ ଦିଅନ୍ତୁ। ଏବେ ଗରମ ତେଲରେ ତେଲରେ ନୁଡୁଲ୍ସ ଗୋଳାଇ ଦିଅନ୍ତୁ। ନୁଡୁଲ୍ସକୁ ଭଲ ଭାବେ କ୍ରିସ୍ପ ହେବା ପର୍ଯ୍ୟନ୍ତ ଭାଜିଦିଅନ୍ତୁୁ। ଏବେ ଗରମ ତେଲର ଗାଜର, ବିନ୍ସ, ଶିମଲା ଳଙ୍କା, ପତ୍ରକୋବି ଏବଂ ମୁଗ ଡାଲି ପକାଇ ଦିଅନ୍ତୁ। ସମସ୍ତ ପରିବାକୁ ୨ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ସବୁ ପରିବାରେ ଏକ କପ୍‌ ପାଣି, ସୋୟା ସସ୍‌, ଚିଲିସସ୍‌, ଟମାଟର ସସ୍‌, ମିଠା ତୁଳସୀ, ସିରକା ଏବଂ ୧ କପ୍‌ କର୍ନଫ୍ଲୋରକୁ ୨/୩ ଚାମଚ ପାଣିରେ ଗୋଳାଇ ମିଶାଇ ଦିଅନ୍ତୁ। ଏହାକୁ ପକାଇବା ପରେ ୨/୩ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏଥିରେ ପରିବା ଏବଂ ନୁଡୁଲ୍ସକୁ ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କ୍ରିସପି ଆମେରିକାନ ଚପ୍‌ସୀ।

Swagatika

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

11 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

17 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

31 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago