ଆପଣ ଲଂଗ୍ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ଚାହୁଁଥିଲେ ଆପଣାନ୍ତୁ ଏହି ଆୟୁର୍ବେଦିକ ଉପାୟ

ଅନେକ ଲୋକଙ୍କୁ ଲାଗିଥାଏ ଯେ ଧୂମ୍ରପାନ କରିବା ଦ୍ବାରା ଫୁସଫୁସରେ କ୍ୟାନ୍ସର ହେବାର ସମ୍ଭାବନା ଥାଏ। କିନ୍ତୁ ଆମେ ଆପଣଙ୍କୁ ଜଣାଇବୁ ଧୂମ୍ରପାନ କଲେ ଫୁସଫୁସରେ କ୍ୟାନ୍ସର ହୋଇଥାଏ। ଏହାଛଡା ଭୁଲ ଜୀବନ ଶୖଳୀ ଦ୍ବାରା ମଧ୍ୟ ଲୋକମାନେ ଏହାର ଶିକାର ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ କିଛି ଏମିତି ଆୟୁର୍ବେଦିକ ଉପଚାର ବିଷୟରେ ଜଣାଇବୁ, ଯାହାକୁ ବ୍ୟବହାର କରି ଆପଣ ଲଂଗ୍ କ୍ୟାନ୍ସର ଠାରୁ ରକ୍ଷା ପାଇପାରିବେ।

ଆୟୁର୍ବେଦିକ ଉପଚାର

-ଆୟୁର୍ବେଦରେ ବହୁତ ମହତ୍ତ୍ବ ରହିଛି ବୋଲି ଧରାଯାଏ। ଆୟୁର୍ବେଦରେ ଆଣ୍ଟିଆକ୍ସିଡେଣ୍ଟ ଏବଂ ଆଣ୍ଟିବାୟୋଟିକ ରହିଥାଏ। ଯାହା କ୍ୟାନ୍ସର ଠାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।

-ଯଷ୍ଠିମଧୁର ସେବନ କରିବା ଦ୍ବାରା ଗଳାର କାଶ ଭଲ ହେବା ସହିତ କ୍ୟାନ୍ସରର ଭୟ କମିଯାଇଥାଏ। ପ୍ରତିଦିନ ଅଳ୍ପ ମାତ୍ରାରେ ଯଷ୍ଠିମଧୁର ସେବନ କରିବା ଦ୍ବାରା କର୍କଟ ରୋଗର ଭୟ କମ୍ ରହିଥାଏ।

-ତୁଳସୀ ପ୍ରଚୁର ମାତ୍ରାରେ ଔେଷଧୀୟ ଗୁଣ ଭରପୂର ମାତ୍ରାରେ ଥାଏ। ପ୍ରତିଦିନ ତୁଳସୀ ପତ୍ରର ସେବନ କରିବା ଦ୍ବାରା କ୍ୟାନ୍ସର ହେବାର ଭୟ କମ୍ ହୋଇଯାଇଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହୋଇଯାଏ।

-କିସମିସର ତାଜା ଦାନାକୁ ରାତିରେ ଶୋଇବା ପୂର୍ବରୁ ପାଣିରେ ଭିଜାଇ ରଖି ଦିଅନ୍ତୁ। ସକାଳୁ ଉଠି ତାକୁ ଚୋବାଇ ଖାଆନ୍ତୁ। ଏହାପରେ ଭିଜା ଯାଇଥିବା ପାଣିକୁ ପିଇ ଦିଅନ୍ତୁ।

You might also like