ଅର୍ଶ ସମସ୍ୟା ଦୂର କରିବା ପାଇଁ ଲାଭକାରୀ ହୋଇଥାଏ ପାଚିଲା କଦଳୀ

ଖାଦ୍ୟ-ପାନୀୟର ଖରାପ ଅଭ୍ୟାସ, ପାଣି କମ ପିଇବା ଏବଂ ଭୋଜନରେ ଫାଇବର କମ ହେବା କାରଣରୁ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଇଥାଏ। ଯଦି ସମୟ ପୂର୍ବରୁ ଏହି ସମସ୍ୟାର ଚିକିତ୍ସା ନକରନ୍ତି ତେବେ ଏହି ସସମ୍ୟା ଆଗକୁ ପାଏଲସ୍ ବା ଅର୍ଶ ଭଳି ଗମ୍ଭୀର ରୋଗରେ ପରିଣତ ହୋଇଥାଏ। ଅର୍ଶ ଏଭଳି ଏକ ରୋଗ ଯେଉଁଥିରେ ଖୁବ୍ କଷ୍ଟ ହେବା ସହ ମଳାଶୟରେ ରକ୍ତ ମଧ୍ୟ ବାହାରିଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସାହାଯ୍ୟ କରିଥାଏ କଦଳୀ।

ଦୈନନ୍ଦିନ ଜୀବନଶୈଳୀରେ ଏହି ରୋଗକୁ ଦୂର କରିବା ପାଇଁ ଆପଣ ନିଜର ଡାଏଟ୍‌ରେ ମଧ୍ୟ ଏହି ଜିନିଷ ସାମିଲ କରିପାରିବେ। ଫାଇବର ଯୁକ୍ତ ଖାଦ୍ୟ ସେବନ କରନ୍ତୁ, ଅଧିକ ପାଣି ପିଅନ୍ତୁ ଏବଂ ଲିକ୍ୱିଡ୍ ଡାଏଟ୍‌ରେ ସାମିଲ କରନ୍ତୁ, ଯେପରି ଶରୀର ହାଇଡ୍ରେଟେଡ ରହିବ। ଏହାବ୍ୟତୀତ ଶାରୀରିକ ବ୍ୟାୟାମ ଏବଂ ନିଦ ମଧ୍ୟ ଅର୍ଶକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଏଥିସହ କଦଳୀ ମଧ୍ୟ ଅର୍ଶ ଭଲ କରିବାରେ ଲାଭକାରୀ ହୋଇଥାଏ।

ପାଚିଲା କଦଳୀ ଅର୍ଶ ସମସ୍ୟା ଦୂର କରିବାରେ ଲାଭକାରୀ ହୋଇଥାଏ। କାର୍ବୋହାଇଡ୍ରେଟସ୍‌ରେ ଭରପୁର ଥିବା ପାଚିଲା କଦଳୀ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ଔଷଧ ଭଳି କାମ କରିଥାଏ। ପ୍ରତ୍ୟେକଦିନ କଦଳୀ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଧ୍ୟ ସଠିକ ହୋଇଥାଏ।

ଏହାସହ ପଢନ୍ତୁ: ଚୁଇଙ୍ଗମ୍‌ ଚୋବାଇବା ଦ୍ୱାରା ହ୍ରାସ ପାଇଥାଏ ଓଜନ, ଜାଣନ୍ତୁ କଣ ରହିଛି ସତ୍ୟତା

ପାଏଲସ୍ କାରଣରୁ ସଂକ୍ରମିତ ହୋଇଥିବା ଯାଗାରେ କଷ୍ଠ ଏବଂ ଜଳିବା ଭଳି ମଧ୍ୟ ଅନୁଭବ ହୋଇଥାଏ, ଯାହାକୁ ଭଲ କରିବାରେ ଲାଭକାରୀ ହୋଇଥାଏ କଦଳୀ। ପ୍ରତ୍ୟେକ ଦିନ କଦଳୀ ଖାଇବା ଦ୍ୱାରା ଡାଇଜୋଷ୍ଟିବ ସିଷ୍ଟମ୍ ସଠିକ ରହିଥାଏ ଏବଂ ପୋଷକ ତତ୍ତ୍ୱ ଅବଶୋଷଣ ହୋଇଥାଏ, ଯାହାଦ୍ୱାରା ଇମ୍ୟୁନ ସିଷ୍ଟମ ସୁସ୍ଥ ରହିଥାଏ।

KNews Bureau

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

19 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

22 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

40 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

43 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

52 mins ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

56 mins ago