ଭଲ ଏବଂ ମନମୂତାବକ ଚାକିରି ଚାହୁଁଛନ୍ତି ? ପାଳନ କରନ୍ତୁ ବାସ୍ତୁର ଏହି ଟିପ୍ସ

ସବୁ ମଣିଷ ନିଜର ଆବଶ୍ଯକତା ପୁରାକରିବା ପାଇଁ ଟଙ୍କାର ଆବଶ୍ଯକ ଲୋଡିଥାଏ । ଯାହା ପାଇଁ ଚାକିରି କରିବାକୁ ପଡିଥାଏ । ପାଠ ପଢା ସରିବା ପରେ କାହାକୁ ଭଲ ଏବଂ ଉଚ୍ଚ ଚାକିରି ମିଳିଯାଇଥାଏ  ତ କାହାକୁ ମିଳିନଥାଏ । ତ କାହାକୁ ବହୁତ ଗୁଡିଏ ସମୟ ଲାଗିଯାଇଥାଏ । ଏସବୁ ବାସ୍ତୁ କାରଣରୁ ମଧ୍ୟ ହୋଇଥାଏ । ଅସନ୍ତୁ ଜାଣିବା ଉଚ୍ଚ ପଦବି ପାଇଁ ବାସ୍ତୁ ଉପଚାର ।

ନିଶ୍ଚିତ ପଢନ୍ତୁ : ଏଭଳି ତୈଳ ବ୍ୟବହାର କରି ପୂର୍ଣ୍ଣ କରନ୍ତୁ ଆପଣଙ୍କର ମନସ୍କାମନା!

 

https://knewsodisha.com/wp-content/uploads/2018/07/bastu-1.jpg– ଶୋଇବା ସମୟରେ ମୁଣ୍ଡ ପୂର୍ବ ଦିଗକୁ କରି ସୋଇବା ଦ୍ବାରା କ୍ଯାରିୟରରେ ଉନ୍ନତି ହୋଇଥାଏ । ଏବଂ ଉତ୍ତର ଦିଶାକୁ ମୁଣ୍ଡ କରି ଶୋଇବା ଦ୍ବାରା ଓଲଟା ଫଳ ମିଳି ଥାଏ । ଏଥି ପାଇଁ ସବୁ ବେଳେ ଆବଣଙ୍କୁ ପୂବ ଦିଗକୁ ମୁଣ୍ଡ ରଖି ଶୋଇବା ଉଚିତ୍ ।

–  ଯଦି ଆପଣଙ୍କ ଘରର ଗାଧୁଆ ଘର ଓ ପାଇଖାନା ଉତ୍ତର ଦିଗରେ ଅଛି ତାହାଲେ ଆପଣଙ୍କ ଚାକିରି ଜୀବନ ସଂଘର୍ସ ପୂର୍ଣ୍ଣ ହୋଇଥାଏ । ତେଣୁ ବାସ୍ତୁ ଅନୁସାରେ ଏହାର ନିର୍ମାଣ କରିବା ଉଚିତ୍ ।

– ଯଦି ଆପଣ ପୂର୍ବରୁ ଚାକିରି କରୁଛନ୍ତି ଓ ଉଚ୍ଚ ପଦବି ପାଇଁ ଚାହୁଁଛନ୍ତି ତାହାଲେ ଆପଣଙ୍କ ଡେସ୍କର ଦିଗକୁ ବଦଳାଇ ଦିଅନ୍ତୁ ।

– ଯଦି ନିଜର ପ୍ରଗତି ପାଇଁ ଚାହୁଁଛନ୍ତି ତେବେ ନିଜର ମନକୁ ସକାରତ୍ମକ ଦିଗକୁ ନିଅନ୍ତୁ ଓ ଘରର ମୂଖ୍ଯ ଦ୍ବାରକୁ ମଧ୍ୟ ସକାରତ୍ମକ ଦିଗରେ ତିଆରି କରନ୍ତୁ ।

– ନିଜ ଘରେ ବା ଅଫିସରେ କାମ କରୁ ଥିବା ସମୟରେ କେବେ ବି ବିମ୍ ବା ପିଲର ତଳେ ବସନ୍ତୁ ନାହିଁ । ଯଦି ଆପଣ ଏମିତି କରୁଛନ୍ତି ତାହାଲେ ଆପଣଙ୍କ ଉପରେ କାମର ଭାର ସବୁବେଳେ ରହିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.