ଡାଇବେଟିସ୍‌ ରୋଗୀଙ୍କ ପାଇଁ ଆସିଗଲା ଜଡିବୁଟି, ସୁଗାର ସ୍ତରକୁ କଣ୍ଟ୍ରୋଲରେ ରଖିବ ତେଜପତ୍ର

ଖାଦ୍ୟ ବନାଇବାରେ ତେଜପତ୍ରର ବ୍ୟବହାର ନା କେବଳ ଆପଣଙ୍କ ଖାଦ୍ୟର ସ୍ୱାଦକୁ ବଢ଼ାଇଥାଏ ବରଂ ସ୍ୱାସ୍ଥ୍ୟକୁ ଲାଭ ମଧ୍ୟ ପ୍ରଦାନ କରିଥାଏ। ଏହା ଏକ ଏମିତି ଜଡିବୁଟି ଯେଉଁଥିରେ ଭିଟାମିନ୍‌ ଏ ଏବଂ ସି ରହିବା ସହିତ ଫଲିକ୍‌ ଏସିଡ୍‌ ଭଳି ଆବଶ୍ୟକ ତତ୍ତ୍ୱ ମଧ୍ୟ ରହିଥାଏ। ଏହାଛଡା ତେଜପତ୍ରରେ ମିନେରାଲ୍ସ ମଧ୍ୟ ବହୁତ ମାତ୍ରାରେ ରହିଥାଏ ଯାହା ଅନେକ ପ୍ରକାରର ସ୍ୱାସ୍ଥ୍ୟକୁ ଲାଭ ପହଁଚାଇଥାଏ।

ପୋଷକ ତତ୍ତ୍ୱରେ ଭରପୂର ଜଡି-ବୁଟିକୁ ପାଚନ ସମ୍ବଧୀୟ ସମସ୍ୟାକୁ ରୋକିବା, ହୃଦୟକୁ ସୁସ୍ଥ ରଖିବା ଏବଂ ଏହାସହିତ ଏକ ଷେ୍ଟ୍ରସ ବଷ୍ଟର ଭଳି କାମ କରିବାରେ ସାହାଯ୍ୟ କରିଥାଏ। ଏଥିସହିତ ଏଥିରେ ସବୁଠାରୁ ମହତ୍ୱପୂର୍ଣ୍ଣ ଗୁଣ ଡାଇବେଟିସ୍‌ ରୋଗୀଙ୍କ ପାଇଁ ରାମବାଣ ଭଳି କାମ କରିଥାଏ। ଡାଇବେଟିସ୍‌ ରୋଗୀ ଏହି ଜଡି-ବୁଟିକୁ ଉପଯୋଗ କଲେ ଲାଭ ମିଳିଥାଏ। ତେଜପତ୍ର ଡାବେଟିସ୍‌ ରୋଗୀଙ୍କର ଇନସୁଲିନ୍‌ ଫଙ୍କସନରେ ସୁଧାର ଆଣିବାରେ ସାହାଯ୍ୟ କରିଥାଏ।

ଏକ ଅଧ୍ୟୟନରୁ ଜଣାପଡିଛି ଯେଉଁ ଟାଇପ ୨ ଡାଇବେଟିସ ରୋଗୀ ତେଜପତ୍ର ସେବନ କରୁଥିଲେ ସେମାନଙ୍କ ଠାରେ ଗ୍ଲୁକୋଜର ସ୍ତର କମ୍‌ ଦେଖିବାକୁ ମିଳିଥିଲା ଏବଂ କୋଲେଷ୍ଟ୍ରଲର ମାତ୍ରାରେ ମଧ୍ୟ ସୁଧାର ଆସିଥିଲା। ଟାଇପ ୨ ଡାଇବେଟିସ୍‌ ରୋଗୀ ୩୦ ଦିନ ପାଇଁ ପ୍ରତିଦିନ ୧,୨ ବା ୩ ଗ୍ରାମ ତେଜପତ୍ରର କ୍ୟାପସୁଲ ଦିଆଗଲା। ତେଜପତ୍ରର ସେବନ କରିଥିବା ବ୍ୟକ୍ତିଙ୍କର ତିନିଟି ପର୍ଯ୍ୟାୟରେ ପରୀକ୍ଷଣ କରଗଲା ଏବଂ ଶେଷରେ ଜଣାପଡିଲା ସେମାନଙ୍କର ଗ୍ଲୁକୋଜର ସ୍ତର କମ୍‌ ହୋଇଛି ଏବଂ କୋଲେଷ୍ଟ୍ରଲର ମାତ୍ରାରେ ସୁଧାର ଆସିଲା।

ଏହାସହ ପଢନ୍ତୁ : ଭୁଲରେ ମଧ୍ୟ ତମ୍ବା ପାତ୍ରରେ ରଖନ୍ତୁ ନାହିଁ ଏହି ୪ଟି ଜିନିଷ, ଖରାପ ହୋଇପାରେ ସ୍ୱାସ୍ଥ୍ୟ ଯିବାକୁ ପଡିପାରେ ହସପିଟାଲ

ତେଜପତ୍ରର ଆକ୍ଟିଭ୍‌ କମେ୍ପାନେଟ୍‌ ଏକ ପଲିଫେନାଲ ଅଟେ ଯାହା ଗ୍ଲୁକୋଜର ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ। ଏକ ଅନୁମାନ ଅନୁଯାୟୀ ବର୍ତ୍ତମାନ ପ୍ରାୟ ୬୨ ମିଲିୟନ ଭାରତୀୟ ଡାଇବେଟିସ୍‌ ରୋଗରେ ପୀଡିତ ଅଛନ୍ତି। ଇଣ୍ଡିଆନ୍‌ ହାର୍ଟ ଆସୋସିଏଶନ ଅନୁଯାୟୀ ଭାରତରେ ଡାଇବେଟସ୍‌ ରୋଗୀଙ୍କ ସଂଖ୍ୟା ୨୦୩୫ ମସିହା ବେଳକୁ ୧୦୯ ମିଲିୟନ ଲୋକଙ୍କ ପର୍ଯ୍ୟନ୍ତ ପହଁଚିଯିବ। ତେଣୁ ଆପଣ ନିଜ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବା ଆବଶ୍ୟକ।

Pritiparna

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

8 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

8 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago