ବିନା ମେକଅପରେ ସୁନ୍ଦର ଦେଖାଯିବା ପାଇଁ ଆପଣାନ୍ତୁ ଏହି ଉପାୟ !!

ସବୁ ଝିଅ ଏବଂ ମହିଳା ନିଜକୁ ସୁନ୍ଦର ଦେଖାଯିବାକୁ ଚାହାନ୍ତି ଏବଂ ଏଥିପାଇଁ ସେ ବହୁତ ପ୍ରକାରର ବିୟୁଟି ପ୍ରଡକ୍ଟସ ବ୍ୟବହାର କରିଥାନ୍ତି। ବହୁତ ଝିଅ ସବୁବେଳେ ଅନେକ ପ୍ରକାରର କ୍ରୀମର ପ୍ରୟୋଗ କରିଥାନ୍ତି। ଯେଉଁ ଲୋକ ରଙ୍ଗରେ କଳା ଏବଂ ଯାହାଙ୍କର ଚେହେରାରେ କଳା ଦାଗ ଥାଏ ସେମାନେ ସବୁବେଳେ ଏହିଭଳି କ୍ରୀମ ପଛରେ ପଡିଯାଇଥାନ୍ତି ଯେଉଁ କାରଣରୁ କେତେକ ଥର ଲାଭ ବଦଳରେ କ୍ଷତି ହୋଇଯାଇଥାଏ।

ଆପଣାନ୍ତୁ ଏହି ଉପାୟ

-ଆପଣ ଆପଣଙ୍କ ଚେହେରାକୁ ଦୁଇରୁ ତିନି ଥର ସଫା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ କିମ୍ବା ଆପଣ ଫେସୱାସରେ ବ୍ୟବହାର ମଧ୍ୟ କରିପାରିବେ। ଚେହେରାକୁ ଧୋଇବା ଦ୍ବାରା ଆପଣଙ୍କର ଦିନ ସାରା ଜମା ହୋଇଥିବା ଧୂଳି ସଫା ହୋଇଯାଇଥାଏ।

-ଯେତେବେଳେ ଆପଣ ଫେସୱାସ ଦ୍ବାରା ନିଜ ଚେହେରାକୁ ଧୋଇଥାନ୍ତି ତେବେ ଆପଣଙ୍କ ତ୍ବଚା ଶକ୍ତ ହୋଇଯାଇଥାଏ। ଏଥିପାଇଁ ଚେହେରାକୁ ଧୋଇବା ପରେ ଆପଣ ଚେହେରାରେ ମଶ୍ଚରାଇଜର ଲଗାନ୍ତୁ।

-ଆପଣଙ୍କ କେଶକୁ ସୁନ୍ଦର ଦେଖା ଯିବାକୁ ଚାହୁଁଥିଲେ କେବେବି କେଶରେ ରୂପି ହେବାକୁ ଦିଅନ୍ତୁ ନାହିଁ। କେଶରେ ଭଲ ତେଲର ବ୍ୟବହାର କରନ୍ତୁ। ଏବଂ କେଶକୁ ଧୋଇବା ପାଇଁ ସପ୍ତାହରେ ଦୁଇ ଥର ଶାମ୍ପୁ କରନ୍ତୁ।

Pritiparna

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

30 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

33 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

36 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

42 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

57 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

2 hours ago