ଡାକ୍ତର କୁହନ୍ତି ଯେଉଁ ବ୍ୟକ୍ତି ପ୍ରତିଦିନ ଖାଲି ପେଟରେ ଗୋଟିଏ ଲେଖାଁଏ ସେଓ ଖାଆନ୍ତି ସେମାନେ ଅନେକ ପ୍ରକାର ରୋଗରୁ ଦୂରେଇ ରୁହନ୍ତୁ। ପ୍ରତିଦିନ ଗୋଟିଏ ସେଓ ଅନେକ ରୋଗକୁ ମାତ୍ ଦେଇଥାଏ। ଏହା ସବୁ ଆମେ ବହୁତ ଥର ଶୁଣିଛନ୍ତି କିନ୍ତୁ କଣ ଆପଣଙ୍କୁ ଜଣାଅଛି ସେଓ ଖାଇଲେ ମାଇଗ୍ରେନ ଭଳି ଭୟଙ୍କର ରୋଗ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ସେଓର ଫାଇଦା ଯାହାକୁ ଜାଣିଲା ପରେ ଆପଣ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
-ସକାଳୁ ପ୍ରତିଦିନ ଖାଲି ପେଟରେ ସେଓର ସେବନ କରିବା ଦ୍ବାରା ପେଟ ସମସ୍ୟାରେ ଜଡିତ ବ୍ୟକ୍ତି ଏଥିରୁ ଆରୋଗ୍ୟ ପାଇପାରିବେ।
-ଯଦି ସେଓକୁ ତାହାର ଚୋପା ସହିତ ଖାଉଛନ୍ତି ତେବେ ଏହା ଦ୍ବାରା କବ୍ଜ ମଧ୍ୟ ଠିକ ହୋଇଯିବ। ସେଓରେ ଏମିତି ତତ୍ତ୍ବ ରହିଥାଏ ଯାହା କୋଲେଷ୍ଟ୍ରଲକୁ କମ୍ କରିଥାଏ।
-ସେଓରେ ବହୁତ ଅଧିକ ଆଇରନ ରହିଥାଏ ଏଥିପାଇଁ ଏହାକୁ କାଟିବା କ୍ଷଣି ହିଁ କଳା ପଡିଯାଇଥାଏ। ଏମିତିରେ ଯେଉଁ ଲୋକ ରକ୍ତହିନତା ରୋଗରେ ପିଡିତ ସେମାନେ ପ୍ରତିଦିନ ସେଓ ଜୁସ୍ ଖାଇବା ଦ୍ବାରା ଲାଭ ମିଳିଥାଏ।
-ଯଦି ଆପଣ ଦିନରେ ଦୁଇ ରୁ ତିନିଟି ସେଓ ଖାଉଛନ୍ତି ତେବେ ଏହା ପୂରା ଦିନର ଆଇରନର ଅଭାବକୁ ପୂରା କରିଥାଏ।
-ସେଓ କାଶ ସମୟରେ ବହୁତ ଲାଭକାରୀ ହୋଇଥାଏ। ସେଓର ଜୁସ ସହିତ ଅଳ୍ପ ମିଶ୍ରୀ ଏବଂ କଳା ମରୀଚ ମିଶାଇ ସବୁଦିନ ପିଇଲେ କାଶ ଠିକ ହୋଇଯାଇଥାଏ।
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…