ଲାଇଫ୍ ଷ୍ଟାଇଲ୍

ଲଞ୍ଚର ଦୁଇ ଘଣ୍ଟା ପୂର୍ବରୁ ଏହି ଖାଦ୍ୟକୁ ଖାଆନ୍ତୁ, ନିୟନ୍ତ୍ରଣ ରହିବ ସୁଗାର ଲେଭଲ ଓ କୋଲେଷ୍ଟ୍ରଲ

ସୁସ୍ଥ ଜୀବନ ଜିଇଁବାକୁୁ ସମସ୍ତେ ଚାହାଁନ୍ତି। ଏଥିପାଇଁ ଉତ୍ତମ ଖାଦ୍ୟ ଆବଶ୍ୟକ ହୋଇଥାଏ। ଏକ୍ସପର୍ଟଙ୍କ କହିବା ଅନୁଯାୟୀ ହାର୍ଟ ହେଲ୍ଥ ସହ ଡାଇଜେସନ ବା ହଜମ ପ୍ରକ୍ରିୟାକୁ ଠିକ ରଖିବା ପାଇଁ ବାଦାମ ସବୁଠୁ ଜରୁରୀ ହୋଇଥାଏ। ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହାସହିତ ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଲାଭକାରୀ ହୋଇଥାଏ।

ତେବେ ମନେ ରଖନ୍ତୁ ଲଞ୍ଚ ପୂର୍ବରୁ ପ୍ରତଦିନ ଏହି ଖାଦ୍ୟକୁ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ଶାରୀରିକ ସମସ୍ୟା ବହୁ ମାତ୍ରାରେ କମିଯିବ।

pc: daily express

ବାଦାମରେ ମାଗ୍ନେସିୟମ, ଜିଙ୍କ, କ୍ୟାଲସିୟମ ଏବଂ ପୋଟାସିୟମ ଭଳି ମିନେରାଲ୍ସ ଭରି ରହିଛି। ଏହାକୁ ଆପଣ ଯେକୌଣସି ସମୟରେ ଖାଇପାରିବେ। କିନ୍ତୁ ଏହାକୁ ସକାଳ ସମୟରେ ଖାଲି ପେଟର ଖାଇବା ଦ୍ୱାରା ବେଶି ଫାଇଦା ହୋଇଥାଏ । ସେହିପରି ଲଞ୍ଚର ଦୁଇ ଘଣ୍ଟା ପୂର୍ବରୁ ଏହାକୁ ଖାଇଲେ ବ୍ଲଡ ସୁଗାର ଲେଭଲକୁ କଣ୍ଟ୍ରୋଲ କରିବାରେ ଏହା ସାହାଯ୍ୟ କରିଥାଏ। ଏହାସହିତ କୋଲେଷ୍ଟ୍ରଲକୁ କଣ୍ଟ୍ରୋଲ କରିବାରେ ଏହା ସାହାଯ୍ୟ କରିଥାଏ।

ବାଦାମରେ ଅନସାଚୁରେଟେଡ ଫ୍ୟାଟ, ଭିଟାମିନ ଇ ଏବଂ ଆଣ୍ଟି ଅକ୍ସିଡାଣ୍ଟ ପଲିଫୋନେଲ୍ସର ମାତ୍ରା ଆପଣଙ୍କ ଶରୀରକୁ ଭଲ ଉତ୍ସ ପ୍ରଦାନ କରିବ। ଏଥିରେ ଲେନୋଲିକ ଏସିଡ ରହିଥାଏ , ଯାହା ଏକ ପ୍ରକାରର ଫ୍ୟାଟ। ଏହା ନର୍ମାଲ ବ୍ଲଡ କୋଲେଷ୍ଟ୍ରଲ ଲେଭଲକୁ ଠିକ ରଖିବାରେ ସାହାଯ୍ୟ କରେ। ଏଥିରେ ଥିବା ମାଗ୍ନେସିୟମ ଥକାପଣକୁ ଦୂର କରିଥାଏ। ଏହା ଶରୀରରେ ମେଟାବୋଲିଜିମକୁ ଠିକ ରଖେ।
ଏଥିରେ ଥିବା ଲିପିଡ ଓମେଗା ୯, ଯାହା ମୋନୋଅନସାଚୁରେଟେଡ ଫ୍ୟାଟି ଏସିଡ । ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ବାଦାମରେ ଆଣ୍ଟି ଅକ୍ସିଡାଣ୍ଟ ଭରି ରହିଛି ଯାହା ଅକ୍ସିଡେଟିଭ ଷ୍ଟ୍ରେସକୁ କମ କରିବାରେ ସାହାଯ୍ୟ କରିଥାଏ। ଏହାସହ କୋଶିକା ଉପରେ ଭଲ ପ୍ରଭାବ ପକାଇଥାଏ।

pc: medical news today

ବାଦାମ ରାଇବୋଫ୍ଲୋବିନ, ନିୟାସିନ ଓ ଥିୟାମିନ ସହ ଫୋଲେଟ ରହିିଛି। ଏଥିରେ ଗ୍ଲାଇସୋମିକ ଇଣ୍ଡେକ୍ସ କମ ରହିଥାଏ ଯାହାଦ୍ୱାରା ବ୍ଲଡ ସୁଗାର ମାତ୍ରାକୁ କଣ୍ଟ୍ରୋଲ କରିଥାଏ। ଏଥିରେ ଫାଇବର, ହେଲଦି ଫ୍ୟାଟ ସହ ପ୍ରୋଟିନ ବି ଭରି ରହିଛି। ଏହା ସୁଗାରକୁ ଅବଶୋଷଣ କରିବାରେ ସାହାଯ୍ୟ କରେ। ଏକ୍ସପର୍ଟଙ୍କ ମୁତାବିକ ଭୋଜନର ଦୁଇଘଣ୍ଟା ପୂର୍ବରୁ ପ୍ରତିଦିନ ୫୬ ଗ୍ରାମ ବାଦାମ ଖାଇବା ଉଚିତ।

D Sonali

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

7 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

11 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

44 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

46 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago