ଓମ୍ ଉଚ୍ଚାରଣ ଦ୍ବାରା ଥାଇରଏଡ ରୋଗୀର ଗଳାରେ କମ୍ପନ ସୃଷ୍ଟି ହୁଏ ଯାହାର ସକରାତ୍ମକ ପ୍ରଭାବ ଗଳା ଉପରେ ପଡ଼ିଥାଏ। ଆଖିବନ୍ଦ କରି ୫ ଥର ଓମ୍ ଉଚ୍ଚାରଣ କରିବା ଦ୍ବାରା ଶରୀରର ଥକ୍କାପଣ ଦୂର ହୋଇଥାଏ। ଓମ୍ ଉଚ୍ଚାରଣ ଦ୍ବାରା ଶରୀରରେ ରକ୍ତପ୍ରବାହ ଠିକ୍ ଭାବେ ହୋଇଥାଏ।
ଓମ୍ ଉଚ୍ଚାରଣ ଦ୍ବାରା ଶରୀରର ବିଷାକ୍ତ ପଦାର୍ଥ ବାହାରିବା ସହ ପାଚନ ଶକ୍ତି ବୃଦ୍ଧି କରିଥାଏ। ନିଦ ଠିକ୍ ଭାବରେ ହେଉନଥିଲେ ଶୋଇବା ପୂର୍ବରୁ ବେଡ ଉପରେ ଓମ୍ ଉଚ୍ଚାରଣ କରନ୍ତୁ। ଦେଖିବେ ସୁନିଦ୍ରା ହେବା ସହ ଶରୀର ସୁସ୍ଥ ହୋଇଥାଏ ।
ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…
ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…
ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…
କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…