ଲାଇଫ୍ ଷ୍ଟାଇଲ୍

କ’ଣ ଓଜନ କମ ହେବାପାଇଁ ସତରେ ଲାଭକାରୀ ହୋଇଥାଏ ‘ସ୍ଲିମିଂ ବେଲ୍ଟ’

ଓଜନ କ ମାଇବାରେ ଏବଂ ପତଳା ଦେଖାଯିବା ପାଇଁ ଆଜିକାଲି ଲୋକମାନଙ୍କ ମଧ୍ୟରେ ସ୍ଲିମିଂ ବେଲ୍ଟ ଅର୍ଥାତ କମ୍ପ୍ରେସନ ବେଲ୍ଟର ଚାହିଦା ଖୁବ୍‌ ସେଦଖିବାକୁ ମିଳୁଛି। ଏହି ବେଲ୍ଟ ଆପଣଙ୍କ ଶରୀରରୁ ଝାଳ ବାହାର କରିବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ଆପଣଙ୍କ ପେଟ କମ ହୋଇଥାଏ। କିନ୍ତୁ କଣ ସତରେ ଏହା ଫାଇଦା ଯୁକ୍ତ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସ୍ଲିମିଂ ବେଲ୍ଟ ଓଜନ କମାଇବାରେ କିପରି ସାହାଯ୍ୟ କରିଥାଏ ଏବଂ ବ୍ୟବହାର କରିବାର ସଠିକ୍‌ ଉପାୟ।

ସ୍ଲିମିଂ ବେଲ୍ଟ କଣ?

ଓଜନ କମ କରିବା ପାଇଁ ସ୍ଲିମିଂ ବେଲ୍ଟ ସାହାଯ୍ୟ କରିଥାଏ। ଓ୍ଵାର୍କ ଆଉଟ୍‌ ସମୟରେ ବେଲ୍ଟ ପିନ୍ଧିବା ଦ୍ୱାରା ଆପଣଙ୍କ ଶରୀର ମୋଟାପଣ କମ ହେବାରେ ସାହାଯ୍ୟ କରିଥାଏ କିନ୍ତୁ ଏହାକୁ ପିନ୍ଧିବା ସମୟରେ ଫ୍ୟାଟ୍‌ ସେଲ୍ସ ଦବିଯାଇଥିଲେ ମଧ୍ୟ ପୂଦନର୍ବାର ପୂର୍ବ ଅବସ୍ଥାକୁ ଫେରିଆସେ।

କିଭଳି କାମ କରିଥାଏ ଏହି ବେଲ୍ଟ?

ସୂଚନା ମୁତାବକ ଏହି ବେଲ୍ଟ ଅସ୍‌ଥାୟୀ ରୂପେ କାମ କରିଥାଏ ଅର୍ଥାତ ସ୍ଥାୟୀ ରୂପେ ଓଜନ କମ ହେବାରେ ଏହି ବେଲ୍ଟ ସାହାଯ୍ୟ କରିନଥାଏ। ବାସ୍ତବରେ ଏହି ବେଲ୍ଟ ପିନ୍ଧିବା ଦ୍ୱାରା ଶରୀରରୁ ଝାଳ ବାହାରିଥାଏ, ଯାହା କିଛି ସମୟ ପାଇଁ ଆପଣଙ୍କୁ ପତଳା କରିଦେଇଥାଏ କିନ୍ତୁ ଏହାଦ୍ୱାରା ଚର୍ବି କମ ହୋଇନଥାଏ।

ପ୍ରକୃତରେ ପେଟ କମାଇବାର ଉପାୟ:

-ପ୍ରତ୍ୟେକ ଦିନ ୪୦ ରୁ ୪୫ ମିନିଟ୍‌ ଯୋଗ, ଏକ୍ସରସାଇଜ୍‌, ରନିଂ, ସାଇକେଲିଂ ଏବଂ ସୁଇମିଂ ଓଜନ କମ କରିବାର ଭଲ ବିକଳ୍ପ।

-ଓଜନ ନିୟନ୍ତ୍ରଣ ପାଇଁ ପ୍ରୋଟିନ ଯୁକ୍ତ ଡାଏଟ୍‌ ନିଅନ୍ତୁ। ଅଧିକ ପ୍ରୋଟିନ ନେବା ଦ୍ୱାରା ହର୍ମୋନ -ର ସ୍ତର ବଢିଥାଏ, ଯାହା ଭୋକକୁ କଣ୍ଟ୍ରୋଲ କରିବା ସହ ମେଟାବାଲିଜମ୍‌କୁ ବଢାଇଥାଏ। ଏହାଦ୍ୱାରା ଓଜନ କମ କରିବାରେ ସାହାଯ୍ୟ ମିଳିଥାଏ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

32 seconds ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

9 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

25 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

58 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

60 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago