ଏହି ଅକ୍ଷରରୁ ଆରମ୍ଭ ନାମର ପୁଅଙ୍କ ଉପରେ ଜଲଦି ଆକର୍ଷିତ ହୁଅନ୍ତି ଝିଅ, ପଢ଼ନ୍ତୁ ଆପଣଙ୍କ ନାଁ ନାହିଁ ତ

ସବୁ ଝିଅ ପ୍ରାୟତଃ ହ୍ୟାଣ୍ଡସମ୍‌ ଏବଂ ଧନୀ ପୁଅଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ କିଛି ଖାସ୍‌ ଅକ୍ଷରର ନାମ ଥିବା ପୁଅମାନଙ୍କ ପ୍ରତି ଝିଅ ମାନେ ଅଧିକ ରୁଚି ରଖିଥାନ୍ତି। ଏହି କାରଣରୁ ପୁଅ ଏବଂ ଝିଅଙ୍କର ସମାନ ଗୁଣ ମିଶିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ପୁଅମାନଙ୍କର ନାମ ଏ ରୁ ଆରମ୍ଭ ହୋଇଥାଏ। ଏମିତି ପୁଅମାନେ ବହୁତ ସଫା ମନର ହୋଇଥାନ୍ତି। ଏମାନେ ମନରେ ଯାହା ଥାଏ ମୁହଁରେ କହି ବି ଦିଅନ୍ତି। ଏମାନେ ବହୁତ ଆଟ୍ରାକଟିଭ୍‌ ପର୍ସନାଲିଟିର ଲୋକ ହୋଇଥାନ୍ତି।

sexନେଚର ବିଷୟରେ କହିବା ତ ଏମାନେ ବହୁତ ବିଶ୍ୱସନୀୟ ହୋଇଥାନ୍ତି। ଯଦିଓ ଏମାନଙ୍କ ସହିତ ତାଳମେଳ ରଖିବା ପାଇଁ କିଛି ଅଧିକ ସମୟ ଲାଗିଥାଏ। ଏମାନେ ବହୁତ ଭଲ ପାର୍ଟନର ଭାବେ ପ୍ରମାଣିତ ହୋଇଥାନ୍ତି।

ଯେଉଁ ପୁଅଙ୍କର ନାମ P ଠାରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ମେଳାପୀ ହୋଇଥାନ୍ତି। ସେମାନେ କଥାବାର୍ତ୍ତା ହେବା ସମୟରେ ଅନ୍ୟର ଭାବନାକୁ ପୂରା ସମ୍ମାନ କରିଥାନ୍ତି।

ଯେଉଁ ପୁଅଙ୍କ ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ। ସେମାନେ ବହୁତ ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତି। ଏମାନେ ବହୁତ କେୟାରିଂ ନେଚରର ହୋଇଥାନ୍ତି। ଏଥିପାଇଁ ଝିଅମାନେ ଏମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି।

M ଅକ୍ଷରର ପୁଅମାନେ ନିଜ ସାଥିଙ୍କ ସହିତ ଭଲରେ ରୁହନ୍ତି। ସେମାନଙ୍କ ସୁଖ ଦୁଃଖରେ ସାଥ୍‌ ଦିଅନ୍ତି। ଏମାନଙ୍କର ଏହି ସ୍ୱଭାବ କାରଣରୁ ଏମାନଙ୍କ ସହ ଭାବନାତ୍ମକ ରୂପରେ ଝିଅମାନେ ଯୋଡି ହୋଇଯାନ୍ତି।

ଯେଉଁ ପୁଅଙ୍କର ନାମ Kରୁ ଆରମ୍ଭ ହୋଇଥାଏ। ସେମାନେ ଦେଖିବାକୁ ବହୁତ ହ୍ୟାଣ୍ଡସମ୍‌ ହୋଇଥାନ୍ତି। ଏମାନଙ୍କର ପର୍ସନାଲିଟି ବହୁତ ବଢ଼ିଆ। ଏମିତି ପୁଅଙ୍କର ବୈବାହିକ ଜୀବନ ବହୁତ ଭଲରେ କଟିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.