ଜାଣନ୍ତୁ କ’ଣ ପାଇଁ ହୁଏ ଅସ୍ଥ୍ମା, କାହିଁକି ଏହା ଶରୀରକୁ ଅଧିକ ପ୍ରଭାବିତ କରେ

ଆପଣ ଜାଣିଛନ୍ତି ଅନେକ ଲୋକଙ୍କୁ ଅସ୍ଥ୍ମା ହୋଇଥାଏ। କିନ୍ତୁ ଏହାର କାରଣ କ’ଣ ଆପଣ ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ଏହି ମାରାତ୍ମକ ରୋଗ ବିଷୟରେ କହିବାକୁ ଯାଉଛୁ। ଆସ୍ଥ୍ମାରେ ଏପରି ସ୍ଥିତି ଉପୁଜି ଥାଏ ଯେ ଯାହା ନିଃଶ୍ୱାସ ନେବାରେ ଅସୁବିଧା କରାଇଥାଏ। ଏମିତିକି ଆସ୍ଥ୍ମାରେ ଛାତି ମଧ୍ୟ କଷ୍ଟ ହୋଇଥାଏ। ଯାହା ପାଇଁ କୌଣସି ବ୍ୟକ୍ତି କଥା ମଧ୍ୟ କହି ପାରେନି। କଥା କହିବା ସମୟରେ ମଧ୍ୟ ଛାତି କଷ୍ଟ ହୋଇଥାଏ। ଏପରିକି କାଶ ମଧ୍ୟ ହେଇଥାଏ। ଯେଉଁ ବ୍ୟକ୍ତିଙ୍କ ଆସ୍ଥ୍ମା ରୋଗ ଥାଏ, ତାଙ୍କ ପାଇଁ ଧୂଳି କିମ୍ବା କୌଣସି ପଶୁର ରୁମ କ୍ଷତିକାରକ।

ଏହାକୁ ବଂଶଗତ ରୋଗ ମଧ୍ୟ କୁହାଯାଏ। ପୁଣି କିଛି ସମୟରେ ସମୟ ସହିତ ପରିବେଶ ପାଇଁ ମଧ୍ୟ ଜଣେ ବ୍ୟକ୍ତି ଏହି ରୋଗର ଶୀକାର ହୋଇପାରେ। ଏହି ରୋଗୀମାନେ ସବୁବେଳେ ନିଜ ପାଖରେ ଇନ୍ହେଲର ରଖି ଥାଆନ୍ତି। ଏପରିକି ତାଙ୍କୁ ଏହା ରଖିବ ପାଇଁ ପରାମର୍ଶ ଦିଆଯାଏ। ଏହି ରୋଗର ମଧ୍ୟ ଅନେକ ଲକ୍ଷଣ ଓ କାରଣ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.