ଚଳିତ ବର୍ଷ ନବରାତ୍ରୀରେ ରହିଛି ବିଶେଷ ଯୋଗ, ପାଳନ କରାଯିବ ୨ଦିନ ଶ୍ରୀରାମ ନବମୀ

ଚଳିତ ବର୍ଷ ଚୈତ୍ର ନବରାତ୍ରୀ ୯ ଦିନ ପର୍ଯ୍ୟନ୍ତ ପାଳନ କରାଯିବ। ଏଥିସହ ଏହି ନବରାତ୍ରୀରେ ଅନେକ ଶୁଭ ଯୋଗ ମଧ୍ୟ ରହିଛି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନବରାତ୍ରୀ ସମୟରେ କାର୍ଯ୍ୟସିଦ୍ଧି, ଅର୍ଥସିଦ୍ଧି ଏବଂ ପଦ ପ୍ରତିଷ୍ଠା ପାଇଁ ଦେବୀ ମନ୍ଦିରରେ ବିଶେଷ ଅନୁଷ୍ଠାନ କରାଯାଇଥାଏ।

୧୪ ଏପ୍ରିଲରେ ଶେଷ ହେବ ନବରାତ୍ରୀ

ଉଜ୍ଜେଇନର ଜ୍ୟୋତିଷ ଆଚାର୍ଯ୍ୟ ପିଟି. ଅମର ଦିବାୱାଲାଙ୍କ ଅନୁଯାୟୀ, ୬ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଥିବା ଚୈତ୍ର ନବରାତ୍ରୀରେ ପାଞ୍ଚଟି ସର୍ବାର୍ଥ ସିଦ୍ଧି, ଦୁଇଟି ରବି ଯୋଗ ଏବଂ ରବି ପୁଷ୍ପ ଯୋଗ ରହିଛି। ଶ୍ରୀମଦ୍ ଦେବୀ ଭଗବତ ଗ୍ରନ୍ଥ ଅନୁସାରେ ଚଳିତ ବର୍ଷ ଏହି ପ୍ରକାର ସଂଯୋଗ ଖୁବ୍ କମ ପାଳନ କରାଯାଇଥାଏ। ଏହି କାରଣରୁ ଚୈତ୍ର ନବରାତ୍ରୀ ଦେବୀ ସାଧକ ମାନଙ୍କ ପାଇଁ ଭଲ ଦିନ ହୋଇଥାଏ। ଏହା ୧୪ ଏପ୍ରିଲରେ ସମାପ୍ତ ହେବ।

୨ ଦିନ ପାଳନ ହେବ ଶ୍ରୀରାମ ନବମୀ

ଚଳିତ ବର୍ଷ ଶ୍ରୀରାମ ନବମୀ ୧୩ ଏପ୍ରିଲରେ ପାଳନ କରାଯିବ। ଏହି ଦିନ ସକାଳ ୧୧.୪୮ ପର୍ଯ୍ୟନ୍ତ ଅଷ୍ଟମୀ ରହିଛି ଏବଂ ଏହା ପରେ ନବମୀ ଆରମ୍ଭ ହେବ। ଏହି ମତ ଅନୁଯାୟୀ ମଧ୍ୟରାତ୍ର ନବମୀକୁ ଶ୍ରୀରାମ ନବମୀ କୁହାଯାଇଥାଏ। ଚଳିତ ବର୍ଷ ୧୪ ଏପ୍ରିଲ ସକାଳ ୯.୨୭ ରେ ନବମୀ ହେଉଥିବାରୁ ଲୋକମାନେ ଏହି ଦିନ ହିଁ ରାମ ନବମୀ ପାଳନ କରିବେ।

କେଉଁ ଦିନ କଣ ଶୁଭ ଯୋଗ ରହିଛି

୭ ଏପ୍ରିଲ- ଦ୍ବିତୀୟା ସହ ସର୍ବାର୍ଥ ସିଦ୍ଧି (ଶୁଭ)

୮ ଏପ୍ରିଲ- ତୃତୀୟା ପୂଜା ସହିତ ରବି ଯୋଗ (କାର‌୍ୟ୍ୟ ସିଦ୍ଧି)

୯ ଏପ୍ରିଲ- ଚତୁର୍ଥୀ ସହ ସର୍ବାର୍ଥ ସିଦ୍ଧି (ଭୂମି ଏବଂ ଘର କିଣିପାରିବେ)

୧୦ ଏପ୍ରିଲ- ପଞ୍ଚମୀ ସହ ସର୍ବାର୍ଥ ସିଦ୍ଧି (ଲକ୍ଷ୍ମୀ ପଞ୍ଚମୀ)

୧୧ ଏପ୍ରିଲ- ଷଷ୍ଠି ସହିତ ରବି ଯୋଗ (ସନ୍ତାନ ସୁରକ୍ଷା)

୧୨ ଏପ୍ରିଲ- ସପ୍ତମୀ ପୂଜା ସହିତ ସର୍ବାର୍ଥ ସିଦ୍ଧି (ନୂଆ ସମ୍ବନ୍ଧ ବିଷୟରେ ଚର୍ଚ୍ଚା)

୧୩ ଏପ୍ରିଲ- ଅଷ୍ଟମୀ ପୂଜା ସହ କୂଳ ଦେବୀଙ୍କ ପୂଜା ( ନବମୀ)

୧୪ ଏପ୍ରିଲ- ନବମୀ ପୂଜା ସହିତ ରବି ପୁଷ୍ପ ବା ସର୍ବାର୍ଥ ସିଦ୍ଧି ପୂଜା (ବୈଷ୍ଣବ ମତ ଅନୁଯାୟୀ ସକାଳ ୯.୩୭ ପର୍ଯ୍ୟନ୍ତ ନବମୀ ରହିଛି) ।

KNews Bureau

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

9 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

20 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

49 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

2 hours ago