ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଜାଣନ୍ତୁ କେଉଁ ସୁନ୍ଦରୀ ମହିଳା ହୋଇଥାନ୍ତି ବିବାହଯୋଗ୍ୟ

ବହୁତ ପୁରୁଷ ମହିଳାଙ୍କର ସୁନ୍ଦରତାରେ ବିମୋହିତ ହୋଇ ତାଙ୍କୁ ବିବାହ କରି ଦିଅନ୍ତି। ସବୁ ସୌନ୍ଦର୍ଯ୍ୟପୂର୍ଣ୍ଣ ମହିଳା ବିବାହ ଯୋଗ୍ୟ ହୋଇନଥାନ୍ତି। ରୂପଠାରୁ ଅଧିକା ଗୁଣ ସୁନ୍ଦର ହେବା ଆବଶ୍ୟକ। ଆଚାର୍ଯ୍ୟ ଚାଣକ୍ୟ ନିଜର ନିତିରେ କହିଛନ୍ତି ଯେ ବିବାହ ପାଇଁ କେଉଁଭଳି ସ୍ତ୍ରୀକୁ ଚୟନ କରିବା ଉଚିତ।

-ବୁଦ୍ଧିମାନ ପୁରୁଷ ସିଏ, ଯିଏ ଉଚ୍ଚ କୂଳ, ସଂସ୍କାରୀ ପରିବାରର କନ୍ୟାକୁ ବିବାହ କରିବା ଉଚିତ। ଏମିତି ପରିବାରର କନ୍ୟା ରୂପରେ ଅସୁନ୍ଦର ହୋଇଥିଲେ ମଧ୍ୟ ନିଜର ସତଗୁଣର ମହକରେ ପରିବାରକୁ ମଧ୍ୟ ମହକାଇ ଥାଏ।

marriage

-ଅଧିକାଂଶ ପୁରୁଷ ମହିଳାଙ୍କର ବାହାର ସୁନ୍ଦରତାରେ ପ୍ରଭାବିତ ହୋଇ ତାଙ୍କୁ ଜୀବନ ସଙ୍ଗିନୀ କରିବାର ନିଷ୍ପତି ନେଇଯାନ୍ତି। ସେ ଝିଅ ଅଧାର୍ମିକ ଏବଂ ନୀଚ କୂଳରେ ହୋଇଥାଉ ନା କାହିଁକି।

-ବିବାହ ସବୁବେଳେ ନିଜ କୂଳରେ କରିବା ଆବଶ୍ୟକ। ନିଜଠାରୁ ନୀଚ କିମ୍ବା ଉଚ୍ଚ କୂଳର ଝିଅ ସହିତ ବିବାହ କରିବା ଉଚିତ ନୁହେଁ। ଏହା ଦ୍ବାରା ଘରେ ସବୁବେଳେ କଳହ ଲାଗିରହିଥାଏ। ଯାହା ଦ୍ବାରା ପରିବାର ଭାଙ୍ଗି ମଧ୍ୟ ଯାଇଥାଏ।

-ଧାର୍ମିକ ଏବଂ ଆସ୍ତିକ ବିଚାରଯୁକ୍ତ ମହିଳାଙ୍କର ଉତ୍ତମ ଶିଷ୍ଟାଚାର ଚାଲି ଚଳଣୀ ଠିକ ହୋଇଥାଏ। ଯାହା ଗ୍ରୁହସ୍ତ ଜୀବନକୁ ଧର୍ମ, ଅର୍ଥ ଏବଂ କାମରେ ସୁଖ-ସମ୍ରୁଦ୍ଧି ଲାଗି ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.