ତ୍ୱଚା ସମସ୍ୟାକୁ ଦୂର କରି ଚେହେରାକୁ ଚମକାଇବାରେ ସାହାଯ୍ୟ କରେ କର୍ପୂର, ଥରେ ବ୍ୟବହାର କରି ଦେଖନ୍ତୁ

ଆମେ ସାଧାରଣତଃ ସାମାନ୍ୟ ଠାରୁ ଅଧିକ ଯତ୍ନ ନେଇଥାଏ। ଚମକପୂର୍ଣ୍ଣ ତ୍ୱଚା ପାଇବା ପାଇଁ ଅନେକ ଉପାୟକୁ ଆପଣେଇଥାନ୍ତି। ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଥିଲେ କର୍ପୂରକୁ ନଡିଆ ତେଲରେ ମିଶାଇ ଚେହେରାରେ ମସାଜ୍‌ କରନ୍ତୁ। ଯଦି ଶରୀରରେ କୌଣସି ସ୍ଥାନରେ ଖଣ୍ଡିଆ, ଘା କିମ୍ବା ଜଳିଯାଇଥାଏ ତେବେ କର୍ପୂରକୁ ପାଣିରେ ମିଶାଇ ଆଘାତ ହେଉଥିବା ସ୍ଥାନରେ ଲଗାନ୍ତୁ। ଏହା ଜ୍ୱଳନକୁ କମ୍‌ କରି ଥଣ୍ଡା ପହଁଚାଇଥାଏ।

-ପେଟ ଯନ୍ତ୍ରଣା ହେବା ଦ୍ୱାରା କର୍ପୂର, ଜୁଆଣୀ ଏବଂ ପୋଦିନାକୁ ସର୍ବତରେ ମିଶାଇ ପିଇବା ଦ୍ୱାରା ଆରାମ ମିଳିଥାଏ। ଥଣ୍ଡା, ଜ୍ୱର ଏବଂ ଫସଫସ୍‌ ସମ୍ବନ୍ଧୀୟ ରୋଗରେ କର୍ପୂର ସୁଙ୍ଘିବା ଦ୍ୱାରା ଫାଇଦା ମିଳିଥାଏ।

-ପାଦ ଫାଟିଥିଲେ ଏହାର ଅଭ୍ୟର୍ଥ ଔଷଧ ହେଉଛି କର୍ପୂର। ଉଷୁମ ପାଣିରେ କର୍ପୂର ମିଶାନ୍ତୁ ଏହାପରେ ସେହି ପାଣିରେ ପାଦକୁ ବୁଡାଇ ୧୫ ରୁ ୨୦ ମିନିଟ୍‌ ରଖନ୍ତୁ ଏହାପରେ ଏଡି ଫଟାରୁ ସାମାନ୍ୟ ଆରାମ ମିଳିଥାଏ।

ଏହାସହ ପଢନ୍ତୁ : ଘରେ ନିଶ୍ଚୟ ରଖିବା ଉଚିତ ଏହି ୫ଟି ପବିତ୍ର ଜିନିଷ, ସବୁବେଳେ ଲାଗିରହିବ ସୁଖ ସମୃଦ୍ଧି

-ତ୍ୱଚା ଲାଲ ହୋଇଯାଇଥିଲେ କର୍ପୂରକୁ ଅଳ୍ପ ପାଣିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏହାପରେ ଲାଲ ପଡିଥିବା ସ୍ଥାନରେ ଲଗାନ୍ତୁ।

-କେଶ ଝଡିବା ସମସ୍ୟା ହେଉଥିଲେ କର୍ପୂର ତେଲରେ ନଡିଆ ତେଲ ମିଶାଇ ଲଗାଇବା ଦ୍ୱାରା କେଶ ଝଡିବା ଧୀରେ ଧୀରେ କମ୍‌ ହୋଇଯାଇଥାଏ। ରୂପି ସମସ୍ୟା ଥିଲେ ମଧ୍ୟ ଏହା କାମରେ ଆସିବ।

-ଆଣ୍ଠୁ ଯନ୍ତ୍ରଣାରେ କର୍ପୂର ତେଲକୁ ମାଲିସ୍‌ କରିବା ଦ୍ୱାରା ଆରାମ ଲାଗିଥାଏ। ଏହା ଆଣ୍ଠୁ ଗଣ୍ଠି ସମସ୍ୟା ଥିବା ରୋଗୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏହାସହିତ ମାଂସପେଶୀରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେବାରେ ମଧ୍ୟ ବହୁତ କାରିଗର ହୋଇଥାଏ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago