ଲାଇଫ୍ ଷ୍ଟାଇଲ୍

ଅଧିକ ବୟସରେ ବି ଆପଣ ଦେଖାଯିବେ ଯୁବା, ଯଦି ନିୟମିତ ରାତିରେ ଶୋଇବା ପୂର୍ବରୁ ବ୍ୟବହାର କରିବେ ଏହି ତେଲ

ଆମ ଦୈନନ୍ଦିନ ଜୀବନରେ ତେଲର ବହୁତ ମହତ୍ତ୍ୱ ରହିଛି। କିଛି ତେଲ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାନ୍ତି ତ କିଛି ତେଲକୁ ଔଷଧ ରୂପେ ବ୍ୟବହାର କରାଯାଏ। ସେଥିମଧ୍ୟରୁ ଲବଙ୍ଗ ତେଲକୁ ଖାଦ୍ୟ ଅପେକ୍ଷା ଔଷଧ ରୂପରେ ଅଧିକ ଉପଯୋଗ କରାଯାଇଥାଏ। ଏହି ତେଲର ପ୍ରଭାବ ବହୁତ ଗରମ ହୋଇଥାଏ। ଦାନ୍ତ ଦରଜ ଏବଂ କାଶ ହେଲେ ଏହାକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥାଏ। ଆସନ୍ତୁ ଜାଣିବା ଏହାର ଆଉ ସବୁ କେଉଁ ଔଷଧୀୟ ଗୁଣ ରହିଛି।

୧. ଲବଙ୍ଗରେ ଆଣ୍ଟି-ବ୍ୟାକ୍ଟେରିଆଲ, ଆଣ୍ଟି-ଫଙ୍ଗଲ ଏବଂ ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ଭରପୁର ମାତ୍ରାରେ ରହିଥାଏ। ତ୍ୱଚାର ଦେଖାଶୁଣା ପାଇଁ ଏହାକୁ ପ୍ରୟୋଗ କରାଯାଇଥାଏ। ଏହା ଏକ ଭଲ ବିୟୁଟି ପ୍ରଡକ୍ଟ। ଏହାକୁ ନିୟମିତ ରୂପେ ବ୍ୟବହାର କଲେ ତ୍ୱଚା ସମ୍ୱନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।

୨. ଲବଙ୍ଗ ତେଲ ବ୍ରଣ ସମସ୍ୟାକୁ ରୋକି ଦେଇଥାଏ। ଏହାକୁ ନିୟମିତ ମସାଜ କଲେ ମୁହଁରୁ ସମସ୍ତ ପ୍ରକାର ଦାଗ, ଚିହ୍ନ ଦୂର ହୋଇଯାଏ। ଏହା ତ୍ୱଚାରେ କୁଞ୍ଚନ ସମସ୍ୟାକୁ ବି ଦୂର କରିଥାଏ। ପ୍ରତ୍ୟେକ ଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ମୁଁହରେ ଲବଙ୍ଗ ତେଲ ମାଲିସ କରନ୍ତୁ। ଏମିତି କଲେ ଆପଣ ଯୁବା ଭଳି ଦେଖାଯିବେ।

୩. ଲବଙ୍ଗ ତେଲ କେଶ ପାଇଁ ମଧ୍ୟ ବହୁତ ଉପଯୋଗୀ। ଲବଙ୍ଗ ତେଲରେ ନଡ଼ିଆ ତେଲ ମିଶାଇ କେଶରେ ଲଗାଇଲେ କେଶ ଜଲଦି ଧଳା ହୋଇ ନ ଥାଏ। କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଯାଇଥାଏ। କେବଳ ଲବଙ୍ଗ ତେଲ ଲଗାଇବା ବିପଦ ହୋଇପାରେ। ତେଣୁ ଏହାକୁ ନଡ଼ିଆ ତେଲରେ ହିଁ ମିଶାଇ ଲଗାଇବା ଉଚିତ।

Roshni

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

3 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

32 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

51 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

59 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago