ବିନା ଖର୍ଚ୍ଚରେ ରୋଗ ଭଲ ହେବ, ଜାଣନ୍ତୁ ଉପାୟ

ସୁସ୍ଥ ରହିବା ପାଇଁ ଏମିତି କିଛି ଉପାୟ ଅଛି ଯେଉଁଥି ପାଇଁ ଆପଣଙ୍କୁ କିଛି ଖିର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଘରେ ଥିବା ଜିନିଷରେ ପାରମ୍ପରିକ ଉପାୟରେ ରୋଗ ଭଲ କରି ହେବ ।

୧-ଯଦି ଘରେ କେହି ରୋଗରେ ପୀଡ଼ିତ ଅଛନ୍ତି ତେବେ ରାତିରେ ଶୋଇବା ବେଳେ ତକିଆ ତଳେ ଏକ ତମ୍ବା ପଇସା ମୁଣ୍ଡ ତଳେ ଦେଇ ଶୁଅନ୍ତି । ସକାଳ ହେଲେ ସେହି ପଇସାଟିକୁ ନେଇ ଶ୍ମଶାନରେ ଫୋପାଡ଼ି ଦେଇ ଆସନ୍ତୁ । ସୁସ୍ଥ ହେବେ ।

୨-ପରିବାରର କୌଣସି ବ୍ୟକ୍ତିଙ୍କର ଯଦି ରୋଗ ଭଲ ହେଉ ନଥିବ ତେବେ ତାଙ୍କୁ ରୁପା ପାତ୍ରରେ ପାଣି ରଖି ସେଥିରେ କେଶର ପକାଇ ରୋଗୀ ଶୋଉଥିବା ବିଛଣାରେ ମୁଣ୍ଡ ପାଖରେ ରଖି ଦିଅନ୍ତୁ । ସକାଳେ ସେହି ପାଣିକୁ ତୁଳସୀ କିମ୍ବା ଓସ୍ତ ଗଛ ମୂଳେ ଢାଳି ଦିଅନ୍ତୁ । ରୋଗ ଭଲ ହୋଇଯିବ ।

KESHAR

୩-ଶୁଭ ବେଳାରେ ତୁଳସୀ ମାଳା ଧାରଣ କଲେ ରୋଗ ଦୂର ହୁଏ ।

୪-ଯଦି ଘରେ କୌଣସି ଲୋକର ରୋଗ ଭଲ ହେଉ ନାହିଁ ତେବେ ନିଷ୍ଠାର ସହ ଆଉ ଏକ ଉପାୟ କଲେ ରୋଗୀ ସୁସ୍ଥ ହୋଇଯିବ । ଗହମ ଅଟାରେ ପେଡ଼ା ତିଆରି କରିବେ । ଗୋଟିଏ ଲୋଟା ପାଣି ଆଣି ରୋଗୀର ମୁଣ୍ଡକୁ ତିନିଥର ଛୁଇଁବେ ପୁଣି ପେଡ଼ାକୁ ଛୁଆଁଇ ପାଣିକୁ କୌଣସି ଗଛ ମୂଳେ ଢାଳି ଦେବେ ଏବଂ ପେଡ଼ାକୁ ଗାଈକୁ ଖୁଆଇ ଦିଅନ୍ତୁ । ତେବେ ଏହି ଉପଚାର ରବିବାରରୁ ଆରମ୍ଭ କରି ତିନି ଦିନ ପର୍ଯନ୍ତ କରିବେ । ଏହା ଭିତରେ ରୋଗୀ ସୁସ୍ଥ ହୋଇଗଲେ ମଧ୍ୟ ତାହାକୁ ବନ୍ଦ କରିବେ ନାହିଁ ।

TULSI PLANT

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.