ଶୁଷ୍କ ତ୍ୱଚାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଲଗାନ୍ତୁ ଭୃସଙ୍ଗ ପତ୍ର ପ୍ୟାକ୍‌

ଆପଣମାନେ କେବଳ ଖାଦ୍ୟରେ ଭୃସଙ୍ଗପତ୍ରର ବ୍ୟବହାର କରୁଥିବେ। ଏହି ପତ୍ରର ବାସ୍ନା ଖାଦ୍ୟର ଟେଷ୍ଟକୁ ବଢାଇଦିଏ। ଏଥିରେ ଥିବା ତତ୍ତ୍ୱ ଡାଇବେଟିଜ, ଏନିମିୟା ଏବଂ ଡାଇରିଆ ଭଳିସମସ୍ୟାରୁ ମୁକ୍ତି ଦେଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଭୃସଙ୍ଗପତ୍ର ମଧ୍ୟ ଆପଣଙ୍କ ଶୁଷ୍କ ତ୍ୱଚା ସମସ୍ୟାରୁ ମୁକ୍ତି ଦେବ। ଏହା ସହ ଆପଣଙ୍କ ତ୍ୱଚାର ସୁନ୍ଦରତା ବଢାଇଥାଏ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଭୃସଙ୍ଗ ପତ୍ର ପ୍ୟାକ୍‌। ଯାହା ଆପଣଙ୍କ ଶୁଷ୍କ ତ୍ୱଚା ସମସ୍ୟାରୁ ମୁକ୍ତି ଦେବ।

ହଳଦୀ-ଭୃସଙ୍ଗ ପତ୍ର ଫେସ୍‌ପ୍ୟାକ୍‌ :

ହଳଦୀ ଏବଂ ଭୃସଙ୍ଗ ପତ୍ର ଫେସପ୍ୟାକ୍‌ କେବଳ ଚେହେରା ନୁହେଁ ବରଂ କେଶ ପାଇଁ ମଧ୍ୟ ଫାଇଦାଯୁକ୍ତ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ଶୁଷ୍କ ତ୍ୱଚା ସମସ୍ୟାରୁ ରକ୍ଷା କରେ। ଏହାକୁ ଲଗାଇବା ଦ୍ୱାରା ମଧ୍ୟ ବ୍ରଣ ହୁଏନାହିଁ।

କିପରି କରିବେ ପ୍ୟାକ୍‌ :

ଭୃସଙ୍ଗ ପତ୍ର ପ୍ୟାକ୍‌ କରିବା ପାଇଁ ୭ଟି ଭୃସଙ୍ଗ ପତ୍ର ଏବଂ ୫ ଚାମଚ ହଳଦୀରେ ଅଳ୍ପ ପାଣି ମିଶାଇ ଭଲଭାବେ ପେଷ୍ଟ କରିଦିଅନ୍ତୁ। ଏବେ ଏଥିରେ ୧ ଚାମଚ ଲେମ୍ବୁ ରସ ମିଶାଇ ମୁହଁରେ ୧୦-୧୫ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହା ପରେ ତାଜା ପାଣିରେ ମୁହଁ ଭଲ ଭାବେ ଧୋଇଦିଅନ୍ତୁ। ଏହା ପରେ ମୁହଁରେ ମଶ୍ଚରାଇଜର ଲଗାନ୍ତୁ।

Swagatika

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

19 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

24 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago