କୁକୁଡ଼ା ମାଂସ ପ୍ରତି ସାବଧାନ ! ହୋଇପାରେ ନପୁଂସକତାର କାରଣ

କୁକୁଡା ଭିତରେ ରହିଛି ଭୟଙ୍କର ଜୀବାଣୁ। ଏହା ଦ୍ବାରା bird flue ହେବା ସହ ଆନେକ ପ୍ରକାରର ସଂକ୍ରମକ ରୋଗ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି, ଚିକେନ୍ ଖାଇବା ଦ୍ବାରା ମଣିଷ ହୋଇପାରେ ନଂପୁସକ। ଶୁଣିବାକୁ ଆଶ୍ଚର୍ଯ୍ଯ ଳାଗିଥିଲେ ମଧ୍ୟ ସତ ! ବହୁତ ଲୋକ ଅଛନ୍ତି ଯେଉଁ ମାନେ ଚିକେନ୍ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । କିଛି ତ ଏପରି ଅଛନ୍ତି ଯେଉଁମାନଙ୍କୁ ସପ୍ତାହରେ ନିହାତି ୩ ରୁ ୪ ଥର ଚିକେନ୍ ଦରକାର ପଡିଥାଏ । ଆସନ୍ତୁ ଜାଣିବା କିପରି ଚିକିନ୍ ପାଲଟିଥାଏ ନପୁଂସକର କାରଣ । ଏହା ଛଡ଼ା ଏକ ଅନୁସନ୍ଧାନରୁ ଜଣାପଡିଛି ସପ୍ତାହରେ ୪ଥରରୁ ଅଧିକ ଚିକେନ୍ ଖାଇଲେ ଅନେକ ଭୟଙ୍କର ରୋଗ ହୋଇପାରେ ।

ମଧୁମେହର ଡର : ଯେଉଁ ମାନେ ମଟନ ଓ ଚିକେନ୍ ଅତ୍ଯଧିକ ଖାଇଥାନ୍ତି ସେମାନଙ୍କ ପାଖରେ ମଧୁମେହର ସମସ୍ଯା ଅଧିକ ମାତ୍ରାରେ ଦେଖାଦେଇଥାଏ ।

ମେଦବୃଦ୍ଧିର ସମସ୍ଯା : ଦୋକାନି ଚିକେନ ବିକ୍ରି କରିବା ପୂବରୁ ତାହାର ଓଜନ ବଢାଇବା ପାଇଁ ଅକ୍ସିଟୋନିକ ଇଂଜେକସନ୍ ବ୍ଯବହାର କରିଥାନ୍ତି । ଯାହା ଆମ ଦେହର ମେଦବୃଦ୍ଧି କରାଇଥାଏ । ଏହା ଦ୍ବାରା ଅନେକ ରୋଗ ଆମ ଶରୀରକୁ ଅତି ସହଜରେ ଆକ୍ରମଣ କରିପାରିଥାଏ।

ନପୁଂସକର କାରଣ : ଚିକେନ୍ ଖାଇବା ଦ୍ବାରା କେବଳ ପୁରୁଷ ମାନଙ୍କର ସମସ୍ଯା ହୋଇ ନଥାଏ । ଯେଉଁ ମହିଳା ମାନେ ଅଧିକ ଚିକେନ୍ ଖାଇଥାନ୍ତି ସେମାନଙ୍କ ପାଖରେ ମେଦବୃଦ୍ଧି ଦେଖା ଦେଇଥାଏ । ଏହି ସମସ୍ଯା ଦ୍ବାରା ପିତା ମାତା ହେବାକୁ ବହୁତ ଅଧିକ ପ୍ରତିବନ୍ଧକ ଆସିଥାଏ । ଅର୍ଥାତ୍ କୁହାଯାଇ ପାରିବ ଚିକେନ୍ ପୁରୁଷଙ୍କ  ନଂପୁସକ କାରଣ ପାଲଟିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.